ଆଜିର ଦିନରେ ଏହି ଝିଅଟି ବମ ବ୍ଲାଷ୍ଟ ରେ ନେଇଯାଇଥିଲା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜୀବନ

29 ମେ 1991 ଦିନ ରାତିରେ ଦଶଟା ବାଜି 21ମିନିଟିରେ ତାମିଲଇନାଡୁର ଶ୍ରୀପରବନ୍ଧୁରରେ ଏମିତି ଏକ ଘଟଣା ଘଟିଯାଇଥିଲା I ଏକ ଝିଅ ଚନ୍ଦନର ହାର ନେଇ ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବି ଗାନ୍ଧୀଙ୍କ ଆଡକୁ ବଢିବାକୁ ଲାଗିଥିଲା I ଯେମିତି ସେ ତାଙ୍କ ପାଦକୁ ଛୁଇଁବାକୁ ନଇଁଲା ଠିକୀ ସେତିକିବେଳେ ଏକ ବଡ ଧମାକା ହେଲା I ସେହି ସମୟରେ ମଂଚ ଉପରେ ରାଜୀବି ଗାନ୍ଧୀ ଙ୍କ ସମ୍ମାନ ପାଇଁ ଏକ ଗୀତ ବୋଲାଯାଉଥିଲା I

ରାଜୀବୀଙ୍କ ଜୀବନ ଆମ ଜୀବନ I ବାଙ୍ଗାଲୋରର ସ୍ଥାନୀୟ ସମ୍ପାଦକ ନିନା ଗୋପାଳ ରାଜୀବି ଗାନ୍ଧୀଙ୍କ ସହଯୋଗୀ ସୁମନ ଦୃର୍ବ ସହ କଥା ହେଉଥିଲେ I ନିନା ମନେପକାଇ କହିଛନ୍ତି ମୁ ସୁମନ ସହ କଥା ହେବାର ଦୁଇ ମିନିଟି ଭି ହେଇନି ଠିକୀ ସେହି ସମୟରେ ମୋ ଆଖି ସାମ୍ନାରେ ଏକ ବମ ଫାଟିଲା I ମୁ ସଫା କପଡା ପିନ୍ଧିନଥିଲି କିନ୍ତୁ ଜଲ୍ଦି ଥିବାରୁ ଏକ ସଫା ଶାଢ଼ୀ ପିନ୍ଧିଥିଲି I ବମ ଫାଟିବାରୁ ମୁ ମୋ ଶାଢ଼ୀ ଆଡକୁ ନଜର ପକାଇଲି ଦେଖିଲିକି ଶାଢ଼ୀ ପୁରା କଳା ହେଇଯାଇଛି ଓ ତାଉପରେ ମାଂସର ଟୁକୁଡା ଓ ରକ୍ତର ଦାଗ ପଡିଥିଲା I

ଏହା ଏକ ଚମତ୍କାରକି ମୁ ବଂଚିଗଲି I ସେଠି ଥିବା ସବୁ ଲୋକ ଧମାକାରେ ମରିଗଲେ I ନିନା କହୁଛନ୍ତି ବମ ଫାଟିବା ପୂର୍ବରୁ ଏକ ପଟ ପଟ କରି ଶବ୍ଦ ସୁନାଗଲା ତାପରେ ବମଟି ଫାଟିଲା I

ଯେତେବେଳେ ମୁ ଆଗକୁ ବଢିବାକୁ ଲାଗିଲି ସେତେବେଳେ ମୁ ଦେଖିବାକୁ ପାଇଲି ଲୋକଙ୍କ କପଡ଼ାରେ ନିଆଁ ଲାଗିଥିଲା I ଲୋକ ଚିଲାଉଥିଲେ ଓ ଚାରି ପାଖରେ ହାହାକାର ଖେଳିବାକୁ ଲାଗିଥିଲା I ମତେ ଜଣାନଥିଲା ରାଜୀବି ଗାନ୍ଧୀ ବଞ୍ଚିଛନ୍ତିକି ମରିଛନ୍ତି I ସେହି ଧମାକା ସମୟରେ ତାମିଲୀନାଡ଼ୁ କଂଗ୍ରେସର ତିନି ନେତା ମୁପନାର ,ଜୟନ୍ତୀ ନଟରାଜ ଓ ରାମମୂର୍ତି ଉପସ୍ଥିତ ଥିଲେ I ଧମାକା ପରେ ରାଜୀବି ଗାନ୍ଧୀଙ୍କ ଖୋଜିବା ଆରମ୍ଭ ହେଲା ତାଙ୍କ ଶରୀରର ଅଧା ଅଂଶ ମୁହଁ ପଡିଥିଲା ଓ ତାଙ୍କର କପାଳ ମଧ୍ୟ ଫାଟିଯାଇଥିଲା I ପରେ ମୁପନାର ଏକ ଜାଗାରେ ଲେଖିଲେ ଯେମିତି ଧମାକା ହେଲା ଲୋକ ସେମିତି ଦୌଡିବାକୁ ଲାଗିଲେ ମୋରି ସାମ୍ନାରେହିଁ କ୍ଷତ ବିଖ୍ୟତ ହୋଇ ପଡ଼ିଥିଲେ I ରାଜୀବି ଗାନ୍ଧୀଙ୍କ ସୁରକ୍ଷା ଅଧିକାରୀ ପ୍ରଦୀପି ଗୁପ୍ତା ବର୍ତ୍ତମାନ ମଧ୍ୟ ବଞ୍ଚିଛନ୍ତି ଓ ସେ ମୋ ଆଡକୁ ଦେଖିଲେ I

କିଛି ସମୟ ପରେ ସେ ଶେଷ ନିଶ୍ୱାସ ହରାଇଦେଲେ ଓ ତାପରେ ମୁ ଗାମୁଛାରେ ତାଙ୍କ ଶରୀରକୁ ଢାଙ୍କିଦେଲି I ନିନା କହିଲେ ମୁ ଯେତେ ଆଗକୁ ଯିବାକୁ ଚାହୁଁଥିଲି ଗଲି ତାପରେ ମତେ ରାଜୀବି ଗାନ୍ଧୀଙ୍କ ଶରୀର ଦେଖାଗଲା I ମୁ ତାଙ୍କର ପାଦର ଜୋତା ଓ ହାତରେ ଥିବା ଘଡ଼ିକୁ ଦେଖିଲି I କିଛି ସମୟ ପୂର୍ବରୁ କାରର ପଛ ସିଟିରେ ବସି ମୁ ତାଙ୍କର ଇଣ୍ଟରଭିୟୁ ନେଉଥିଲି ସେ ଆଗ ସିଟିରେ ବସିଥିଲେ I ତାଙ୍କ ହାତରେ ବନ୍ଧାହୋଇଥିବା ଘଡି ବାରମ୍ବାର ମୋର ଆଖିର ସାମ୍ନାକୁ ଆସୁଥିଲା I ରାଜୀବି ଗାନ୍ଧୀଙ୍କ ଡ୍ରାଇଭର ଆସି ମତେ କହିବାକୁ ଲାଗିଲା କାରରେ ବସନ୍ତୁ ଓ ତୁରନ୍ତ ଏଠାରୁ ପଳାଇଯାଆନ୍ତୁ କାରଣ ଏଠାରେ ବହୁତ ଗଡବଡ ହେବାର ଅଛି I ଆମେ ବାହାରିଲୁ ଓ ଆମ୍ବୁଲାନ୍ସର ପଛେ ପଛେ ହସ୍ପିଟାଲ ଗଲୁ ଯେଉଁଠି ରାଜୀବି ଗାନ୍ଧୀଙ୍କ ଶବ ଯାଇଥିଲା

I ଦଶଟା ବାଜି ପଚିଶି ମିନିଟିରେ ଦିଲ୍ଲୀର ରାଜୀବି ଗାନ୍ଧୀଙ୍କ ନିବାସ 10 ଜନପଥ ପାଖରେ ଶୋକ ଛାଇଯାଇଥିଲା I ଯେତେବେଳେ 10 ଜନପଥ ଗଲୁ ସେତେବେଳେ ସୋନିୟା ଓ ପ୍ରିୟଙ୍କା ଶୟନ କକ୍ଷରୁ ଯାଇସାରିଥିଲେ I ସେହି ସମୟରେ ଫୋନ ଆସିଲାକି ସବୁକିଛି ଠିକୀ ଅଛି I ଦଶଟା ବାଜି ପଚାଶ ମିନିଟିରେ ଆଉଥରେ ଫୋନ ଘଣ୍ଟି ବାଜିଲା I ରସିଦ ସୋନିୟାଙ୍କ ଜୀବନୀରେ ଲେଖିଲେ ଫୋନ ଚେନାଇରୁ ଆସିଥିଲା ଓ ସେ ଜର୍ଜରେ ଥିବା ମାଡାମଙ୍କ ସହ କଥା ହେବାକୁ ଚାହୁଁଛି I ସେ କହିଲା ମୁ ବିଭାଗରୁ କହୁଛି I ଜର୍ଜ ପଚାରିଲେ ରାଜୀବି କେମିତି ଅଛନ୍ତି ?

ଅନ୍ୟ ପଟରେ ପାଂଚ ସେକେଣ୍ଡ ପର୍ଯ୍ୟନ୍ତ ଶାନ୍ତି ରହିଲା କିନ୍ତୁ ଜର୍ଜ କହିଲେ ଏହି ସମୟ କେବେ ଖତମ ହେବ ନାହିଁ ତାପରେ ଜର୍ଜ ଚିଲାଈକି କହିଲେ ତମେ କଣ ପାଇଁ କହୁନ ରାଜୀବି କେମିତି ଅଛନ୍ତି ?ଫୋନ କରିଥିବା ଲୋକ କହିଲେ ସେ ଏବେ ଦୁନିଆରେ ନାହାନ୍ତି ଓ ତାପରେ ଫୋନ କଟିଗଲା I ମାଡାମ ଚିଲାଈକି ଦୌଡିବାକୁ ଲାଗିଲେ ଓ ସୋନିୟା ନାଇଟୀରେ ବାହାରକୁ ବାହାରୀଆସିଲେ I ତାଙ୍କୁ ଆଭାସ ହୋଇଗଲାକି କିଛି ଗୋଟେ ହେଇଛି I

ଜର୍ଜ ଜୋରସରେ ଚିଲାଈ କହିଲେ ମାଡାମ ଚେନାଇରେ ଏକ ବମ ବ୍ଲାଷ୍ଟ ହେଇଛି I ଜର୍ଜଙ୍କ ସହଯୋଗୀ ସୋନିୟାଙ୍କୁ ସବୁ ସତକଥା କହିଲେ I ତାପରେ ସୋନିୟାଙ୍କ କାନ୍ଦିବାର ସ୍ୱର ବାହାରକୁ ଶୁଣାଯାଉଥିଲା I ପରେ ସେ ବେହୋସ ହୋଇଗଲେ I ପ୍ରିୟଙ୍କା ତାଙ୍କର ଔଷଧ ଖୋଜୁଥିଲେ ହେଲେ ତାଙ୍କୁ ମିଳିଲା ନାହିଁ I ସେହି କେସ ର ଯାଞ୍ଚ କରିବା ପାଇଁ ସିଆରପିଏଫେର ଡାକ୍ତର ଟିଆର କାର୍ତିକେୟନଙ୍କ ନେତୃତ୍ୱରେ ଏକ ଟିମି ଗଠନ କଲେ I କିଛି ମାସ ପରେ ହତ୍ୟା ଆରୋପରେ ଏଲଟିଟିଇର ସାତ ସଦସ୍ୟଙ୍କୁ ଗିରଫ କରିଥିଲେ I

Leave a Reply

Your email address will not be published. Required fields are marked *