ଜୀବନ-ମରଣ ସହ ଲଢ଼ୁଥିଲା ୨ବର୍ଷର ଝିଅ, ବ୍ୟାଟ୍‌ ଧରି ମଇଦାନକୁ ଓହ୍ଲାଇଲେ ପାକିସ୍ତାନୀ କ୍ରିକେଟର ଆସିଫ୍‌ ଅଲ୍ଲୀ

ପାକିସ୍ଥାନି ବ୍ୟାଟସ ମ୍ୟାନ ଆସିଫ୍ ଅଲ୍ଲୀ ଙ୍କ ଝିଅ ମୃତ୍ୟୁ ମୁଖରେ ପଡ଼ିଥିବା ବେଳେ ଅସିଫ୍ ବ୍ୟାଟ୍ ଧରି ମଇଦାନ କୁ ଓହ୍ଲାଇଛନ୍ତି। ଅଶିଫ୍ ଙ୍କ ଝିଅ ନୂର୍ କର୍କଟ ରୋଗ ର ଚତୁର୍ଥ ପର୍ଯ୍ୟାୟ ରେ ନିଜ ଜୀବନ ସହ ଲଢ଼େଇ କରୁଥିବା ସମୟରେ ରବିବାର ଦିନ ନିଜ ଦଳ କୁ ରକ୍ଷା କରିବା ପାଇଁ ଆଶିଫ୍ ଆସିଥିଲେ କ୍ରିକେଟ୍ ମଇଦାନ କୁ। କିନ୍ତୁ ଶେଷ ମୁହୂର୍ତ୍ତ ରେ ଝିଅ ନିଜ ଜୀବନ ଯୁଦ୍ଧ ରେ ହରିଯାଇଥିଲେ। ନିଜ ଝିଅ ର ଏଭଳି ଅବସ୍ଥା ଦେଖି ମଧ୍ୟ ନିଜ ପରିବାର କୁ ଅନାଇନଥିଲେ ଆସିଫ।

କିନ୍ତୁ ସେ ୧୭ ଟି ବଲ୍ ରେ ୨୨ ରନ୍ କରି ଆଉଟ୍ ହୋଇ ଯାଇଥିଲେ। କିନ୍ତୁ ଏଭଳି ପରିସ୍ଥିତି ରେ ସେ ମଇଦାନ କୁ ଆସି ଖେଲିଥିବାରୁ ଇସଲାମବାଦ୍ ଇଉନାଇଟେଡ୍ ତାଙ୍କ ସାହସ କୁ ସଲମ୍ କରିଛି। ଏହା ସହ ତାଙ୍କ ଏତେ ବଡ଼ କ୍ଷତି ପାଇଁ ତାଙ୍କୁ ଶାନ୍ତ୍ବନା ଦେଇଛି।

Leave a Reply

Your email address will not be published. Required fields are marked *