କିପରି ଗୁଗୁଲ୍ ରେ ଦେଖିବେ ଲାଇଭ୍ ଲୋକସଭା ନିର୍ବାଚନ ରେଜଲ୍ଟ

ନିର୍ବାଚନ ର ଫଳାଫଳ ଓ ଲାଇଭ ଅପ୍ଡଟେ ଦେଖିବାକୁ ସମସ୍ତେ ଉତ୍ସୂଖ ଥାନ୍ତି କିନ୍ତୁ ସମସ୍ତେ ଘରେ ଟିଭି ସାମ୍ନା ରେ ବସି ଦେଖିବା ସମ୍ଭବପର ନୁହେଁ।

କିଏ ଅଫିସ୍ ତ କିଏ ଅନ୍ୟ କୌଣସି କାର୍ଯ୍ୟ ରେ ବାହାରକୁ ଯାଇଥାନ୍ତି ହେଲେ ବର୍ତମାନ ଆପଣ ଯେ କୌଣସି ସ୍ଥାନ ରେ ବି ନିଜ ମୋବଇଲ ସାହାଯ୍ୟ ରେ ନିର୍ବାଚନ ର ଫଳାଫଳ ସମ୍ପୂର୍ଣ୍ଣ ଲାଇଭ ଦେଖି ପାରିବେ।

ପ୍ରଥମେ ଆପଣ ନିଜ ଫୋନ୍ ରେ ଗୁଗୁଲ୍ ଖୋଲନ୍ତୁ।

ଏବଂ ସେଥିରେ ସର୍ଚ୍ଚ କରନ୍ତୁ।

ଆପଣ ଏହି ପରି ଦେଖି ପାରିବେ। ଏଠାରେ ସମ୍ପୂର୍ଣ୍ଣ ଭାରତ ର ଲୋକ ସଭା ରେ କିଏ କେତେ ଆଗୁଆ କେଉଁ ସମୟରେ ଅଛନ୍ତି ସେ ବିଷୟ ରେ ସମ୍ପୂର୍ଣ୍ଣ ନିର୍ଭୁଲ ତଥ୍ୟ ପାଇ ପାରିବେ।

Leave a Reply

Your email address will not be published. Required fields are marked *