ତ୍ରିରଙ୍ଗା କୁ ମୁଁ ମୋ ରୁମାଲ୍ କରି ବ୍ୟବହାର କରୁଛି କହିଲେ ବରିଷ୍ଠ ସାମ୍ବାଦିକ ରାଜଦୀପ ସର୍ଦ୍ଦେଶାଇ:ସୋସିଆଲ ମିଡ଼ିଆ ରେ ରାଜଦୀପ ଙ୍କୁ ତିରସ୍କାର

ନିର୍ବାଚନ ଫଳାଫଳ କୁ ନେଇ ଚାଲିଥିବା ଇଂଡିଆ ଟିଭି ର ଲାଇଭ ସେସନ୍ ରେ ଉକ୍ତ ଚ୍ୟାନେଲ ର ବରିଷ୍ଠ ସାମ୍ବାଦିକ ବିଜେପି କଥା ରୁ ନିଜ ପକେଟ୍ ରୁ ଏକ ଛୋଟ ତ୍ରିରଙ୍ଗା ପତାକା କାଢି ଦେଖାଇଥିଲେ ଏବଂ କହିଥିଲେ କି ଏହାକୁ ମୁଁ ମୋର ରୁମାଲ୍ କରି ବ୍ୟବହାର କରୁଛି।

ଏପରି ଜଣେ ବରିଷ୍ଠ ସାମ୍ବାଦିକ ଙ୍କ ଏହି କଥା କୁ ସହଜ ରେ ଗ୍ରହଣ କରି ପାରିନଥିଲେ ଲୋକମାନେ।

ସେ ନିର୍ବାଚନ ର ଫଳାଫଳ ହେଉ କି କେହି ବି ଜିତନ୍ତୁ ଦେଶ ଏବଂ ତ୍ରିରଙ୍ଗା ର ସମ୍ମାନ ହାନି ନ ହେବା ଦରକାର ବୋଲି ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ଜୋର୍ ଧରିଛି।

Leave a Reply

Your email address will not be published. Required fields are marked *