ମୋଦିଙ୍କ ବିଜୟ ରେ ସେନାର ଉପହାର: କଶ୍ମୀରର କୁଖ୍ୟାତ ଆତଙ୍କବାଦୀ କମାଣ୍ଡର ମୁସା କୁ ଉଡାଇଦେଲେ

ନିର୍ବାଚନ ପରେ ସାରା ଦେଶରେ ମୋଦି ଲହର ଖେଳିଯାଇଥିବା ବେଳେ ବିଜୟ ର ମାହୋଲ ମନାଯାଉଛି I ତେବେ ମୋଦିଙ୍କ ବିଜୟ ରେ ଭାରତୀୟ ସେନା ଉପହାର ଭାବେ କୁଖ୍ୟାତ ଆତଙ୍କବାଦୀ ଜାକିର ମୂସା କୁ ଦେଇଛନ୍ତି I ମୁସା ର ପୁରା ନା ହେଉଛି ରିସିଦ ଭଟ୍ଟ ଇଲିୟାସ

I ଦକ୍ଷିଣ କଶ୍ମୀରର ଆତଙ୍କୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର କମାଣ୍ଡର ଭାବେ ମୁସା ବେଶ ଖ୍ୟାତ I ମୁସା ନା ଶୁଣିଲେ ସମସ୍ତେ ଭୟଭୀତ ହେଇଯାଆନ୍ତି I ତେବେ ତ୍ରାଲର ଦଦସରା ଗାଁରେ ଜଣେ ଲୋକଙ୍କ ଘରେ ମୁସା ଲୁଚି ରହିଥିବା ବେଳେ ଏସଓଜିର ଟିମକୁ ଖବର ମିଳିଯାଇଥିଲା ଏବଂ ତତକ୍ଷଣାତ ସେନା ସେଠାରେ ପହଞ୍ଚି ମୁସା କୁ ଘେର ବନ୍ଦୀ କରିନେଇଥିଲେ ମଧ୍ୟ ସେ ଆତ୍ମସମର୍ପଣ କରିନଥିଲା ଫଳରେ ତାକୁ ଘର ସହିତ ବିସ୍ପୋରଣ ରେ ଉଡାଇ ଦିଆଯାଇଥିଲା I

ବିସ୍ପୋରଣ ରେ ମୂଷା ନିହତ ହେଇଯାଇଛି I

Leave a Reply

Your email address will not be published. Required fields are marked *