ସ୍ୱାଧୀନ ଭାବରେ ଜିତିଥିବା ଦେଶର ସବୁଠୁ ସୁନ୍ଦରୀ ସାଂସଦ

୨୦୧୯ ଲୋକସଭା ଫଳାଫଳରେ ମୋଦିସରକାର ବିପୁଳ ଭୋଟ ରେ ବିଜୟୀ ହେଇଥିବା ବେଳେ ଏବେ ସବୁଠୁ ଚର୍ଚାରେ ଅଛନ୍ତି ମହିଳା ସାଂସଦ I ଓଡିଶାରୁ ବିଜେଡି ଏବଂ ବିଜେପି ର 7ଜଣ ମହିଳା ସାଂସଦ ହେଇଥିବା ବେଳେ ସମୁଦାୟ ୭୮ ଜଣ ମହିଳା ଜିତିଛନ୍ତି I ତେବେ ସ୍ୱାଧୀନ ଭାବରେ ଜିତିଥିବା ଜଣେ ମହିଳା ସାଂସଦ ଙ୍କୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଜୋର ଧରିଛି I

ମହିଳା ସାଂସଦ ଜଣଙ୍କ ଏତେ ସୁନ୍ଦରୀ ଯେ ତାଙ୍କୁ ଦେଶର ସବୁଠୁ ସୁନ୍ଦରୀ ସାଂସଦ କୁହାଯାଉଛି I ମହିଳା ଜଣଙ୍କ ହେଉଛନ୍ତି ନବଜିତ ରବି ରଣା। ମହାରାଷ୍ଟ୍ର ଅମରାବତୀ ଲୋକସଭା ଆସନରୁ ସ୍ୱାଧୀନ ଭାବରେ ନିର୍ବାଚନ ଲଢୁଥିଲେ I ପ୍ରତିପକ୍ଷ ଶିବସେନା ପ୍ରାର୍ଥୀ ଅବସୁଲ ଆନନ୍ଦରାଓଙ୍କୁ ବହୁ ଭୋଟ ବ୍ୟବଧାନ ରେ ହରାଇ ବିଜୟୀ ହେଇଛନ୍ତି ନବଜୀତ I ତେବେ ସେ ଦକ୍ଷିଣ ଫିଲ୍ମର ଜଣେ ଲୋକପ୍ରିୟ ଅଭିନେତ୍ରୀ ଭାବରେ ବେସ ପରିଚିତ ,ଅଭିନୟରେ ଅଭୁତ ପୂର୍ବ ସଫଳତା ପରେ ରାଜନୀତି ରେ ମଧ୍ୟ ପାଦ ଦେଇ ସଫଳତା ପାଇଛନ୍ତି ନବଜୀତ I ତାଙ୍କ ସୁନ୍ଦରତା କୁ ନେଇକି ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି I

Leave a Reply

Your email address will not be published. Required fields are marked *