ଓଡିଶାକୁ ମୋଦିଙ୍କ ଉପହାର ,ଜୁଏଲ ହେବେ ଲୋକସଭା ବାଚସ୍ପତି, ଉପ-ବାଚସ୍ପତି ଭର୍ତ୍ତୃହରି !

ନିକଟରେ ସରିଯାଇଛି କେନ୍ଦ୍ର ମନ୍ତ୍ରୀମଣ୍ଡଳ ଗଠନ I ସମସ୍ତଙ୍କୁ ଚମକାଇ ଓଡିଶାରୁ ପୁନର୍ବାର ଧର୍ମେନ୍ଦ୍ର ଏବଂ ରାତାରାତି ହିରୋ ପାଲଟିଯାଇଥିବା ପ୍ରତାପ ଙ୍କୁ ମିଳିଥିଲା ମନ୍ତ୍ରୀପଦ I ତେବେ ଗତଥର ର ମନ୍ତ୍ରୀ ଜୁଏଲ ଓରାମଙ୍କୁ ନିରାଶ ହେବାକୁ ପଡିଥିଲା I ତେବେ ବର୍ତମାନ ଜାତୀୟ ଖବର ଅନୁଯାଇ ଲୋକସଭା ବାଚସ୍ପତି ଭାବରେ ଜୁଏଲ ଙ୍କୁ ଚୟନ କରାଯାଇପାରେ I କାହିଁକିନା ମନ୍ତ୍ରୀ ଭାବରେ ତାଙ୍କର ଭଲ ଅଭିଜ୍ଞତା ରହିଛି I

ତେବେ ଉପ ବାଚସ୍ପତି ଭବରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଙ୍କୁ ମନୋନୀତ କରାଯାଇପାରେ ବୋଲି ଗଣମାଧ୍ୟମ ରେ ଚର୍ଚ୍ଚା ହେଉଛି I କାହିଁକିନା ଭର୍ତ୍ତୃହରି ଙ୍କ ସାଂସଦ ଭାବରେ ରେକର୍ଡ ସବୁଠୁ ଭଲ ରହିଥିବା ବେଳେ ଶ୍ରେଷ୍ଠ ସାଂସଦ ଭାବରେ ପୁରସ୍କୃତ ମଧ୍ୟ ହେଇଛନ୍ତି I ସାଧାରଣତଃ ବିରୋଧୀ ଦଳ କୁ ଉପବାଚସ୍ପତି ପଦବୀ ଦିଆଯାଏ ,ଯଦି ଭର୍ତ୍ତୃହରି ହୁଅନ୍ତି ତେବେ ଓଡ଼ିଶାର ଦୁଇ ଓଡ଼ିଆ ପୁଅ ଙ୍କ ଚମକ ଦେଖିବାକୁ ମିଳିବ ଲୋକସଭାରେ I

One Comment on “ଓଡିଶାକୁ ମୋଦିଙ୍କ ଉପହାର ,ଜୁଏଲ ହେବେ ଲୋକସଭା ବାଚସ୍ପତି, ଉପ-ବାଚସ୍ପତି ଭର୍ତ୍ତୃହରି !”

  1. Heba darakar…..Jadi satare Bhartuhari speaker huanti..tahele Modi & BJD Ku coment Karu thiba….Chamcha manaka muha band hei jiba…it’s proud for ODISA….2spekar

Leave a Reply

Your email address will not be published. Required fields are marked *