୫ ଜଣ କାଶ୍ମିରୀ ପର୍ଯ୍ୟଟକ ଙ୍କୁ ନଦୀରୁ ବଂଚାଇବାକୁ ଯାଇ ନିଜ ଜୀବନ ଦେଲେ ଯୁବକ

ଜଣେ ବ୍ୟକ୍ତି ପାଂଚଜଣ ପର୍ଯ୍ୟଟକଙ୍କ ଜୀବନ ବଂଚାଇବାକୁ ଯାଇ ନିଜ ଜୀବନ ହରାଇଦେଲେ I ଖବର ଅନୁସାରେ ଏହି ଘଟଣାଟି ଘଟିଛି ମିସରା ବାନଙ୍କ ସହିତ I ମିସରା ବାନାଙ୍କ ପୁଅ ଓରୁଫୁ ଅହମଦ ଭାରତ ପ୍ରଶାସିତ କାଶ୍ମିରୀର ପହଲଗାମରେ ପାଞ୍ଚଜଣ ପର୍ଯ୍ୟଟକ ବୁଡ଼ିଯାଉଥିବାର ଦେଖି ତାଙ୍କ ଜୀବନ ବଂଚାଇବାକୁ ଯାଇ ନିଜେ ମୃତ୍ୟୁମୁଖରେ ପଡିଯାଇଥିଲେ ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା I ମିସରା ବାନାଙ୍କ କହିବା ଅନୁସାରେ ତାଙ୍କ ପୁଅ ଓରୁଫୁଙ୍କ ସହ ତାଙ୍କର ସେଦିନ ଫୋନରେ କଥା ହେଇଥିଲା ଓ ତାଙ୍କ ପାଇଁ ଫେରିଲାବେଳକୁ ଫଳ ଆଣିବ ବୋଲି କହିଥିଲା I

ପରେ ଓରୁଫୁକୁ ସନ୍ଧ୍ୟା ବେଳେ ଫୋନ କଲି କିନ୍ତୁ ସେ ଫୋନ ଉଠାଇଲା ନାହିଁ ମୁ ସେହି ଜାଗାକୁ ଗଲି ଓ ଭାବିଲି ସେହି ନଦୀକୁ ଡେଇଁପଡ଼ିବି I ତାପରେ ମୁ ଭାବିଲି ସେ ସକାଳେ ଆସିଯିବ କିନ୍ତୁ ସକାଳେ ତାର ମୃତ ଦେହ ମତେ ମିଳିଲା I ତାପରେ ମତେ ଜଣାପଡ଼ିଲାକି ସେ ପର୍ଯ୍ୟଟକଙ୍କ ଜୀବନ ବଂଚାଇବାକୁ ଯାଇ ନିଜ ଜୀବନ ହରାଇ ବସିଛି I

ଖବର ଅନୁସାରେ ଶୁକ୍ରବାର ସନ୍ଧ୍ୟା ସାତଟା ସମୟରେ ଲୀନଦୀରେ ୟାନିଦ ରା଼ଫିଟିଙ୍ଗ ପଏଣ୍ଟ ପାଇଁ ପାଞ୍ଚ ଜଣ ପର୍ଯ୍ୟଟକ ସେଠାକୁ ଆସିଥିଲେ I ରା଼ଫିଟିଙ୍ଗ ଟୁରିଷ୍ଟ ଗାଇଡି ଧର ଓରୁଫୁ ସନ୍ଧ୍ୟା ହେବ କାରଣରୁ କାମ ବନ୍ଦ କରିଦେଇଥିଲେ ଓ ରା଼ଫିଟିଙ୍ଗ କରିବାକୁ ମନାକରିଦେଲେ କିନ୍ତୁ ପର୍ଯ୍ୟଟକ ଜିଦି ଧରିବାରୁ ସେ ରା଼ଫିଟିଙ୍ଗ କରିବା ପାଇଁ ହଁ କରିଦେଇଥିଲେ ତାପରେ ଓରୁଫୁଙ୍କ ସହାୟକ ଆରିଫି ଅହମଦଙ୍କ କହିବା ଅନୁସାରେ ଯେତେବେଳେ ଆମେ ରା଼ଫିଟିଙ୍ଗ ପଏଣ୍ଟ ପାଇଁ 250 ମିଟର ଗଲାପରେ ଆମ ଡଙ୍ଗା ବୁଡିବା ଆରମ୍ଭ ହୋଇଗଲା ଓ ଡଙ୍ଗା ନଦୀରେ ପଲଟିଗଲା I

ସାତଜଣ ଯାଙ୍କ ନଦୀରେ ପଡ଼ିଗଲୁ I ତାପରେ ମୁ ଆଉ ଓରୁଫୁ ପର୍ଯ୍ୟଟକଙ୍କୁ ବଂଚାଇବା ଆରମ୍ଭ କଲୁ ଓ ଆମେ ପାଞ୍ଚଜଣ ପର୍ଯ୍ୟଟକଙ୍କୁ ବଂଚେଇଲୁ I ତାପରେ ଓରୁଫୁ ନଦୀରେ ବୁଡ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଗଲା କିନ୍ତୁ ଭଗବାନଙ୍କ ଆଶୀର୍ବାଦରୁ ମୁ ଆଉ ପାଞ୍ଚଜଣ ପର୍ଯ୍ୟଟକ ବଂଚିଗଲୁ I

Leave a Reply

Your email address will not be published. Required fields are marked *