ସବୁଠୁ ଚର୍ଚାରେ ଥିବା ଅପରାଜିତା ଷଡ଼ଙ୍ଗୀ ପୁଣିଥରେ ଚର୍ଚ୍ଚା କୁ ଆସିଛନ୍ତି I ଗତକାଲି ବିଶ୍ୱ ପରିବେଶ ଦିବସ ଥିବାବେଳେ ,ଗଛ ହିଁ ଜୀବନ ଏହି ସ୍ଲୋଗାନ ଦେଇ ବୃକ୍ଷ ରୋପଣ କରିଛନ୍ତି ଭୁବନେଶ୍ୱର ସାଂସଦ I ବାତ୍ୟା ଫନି ରେ ଯେଉଁଭଳି ଭାବରେ ରାଜଧାନୀ ଧ୍ବଂସ ହେଇଯାଇଛି ,ପୁଣି ଥରେ ଭୁବନେଶ୍ୱର କୁ ସବୁଜ ସବୁଜିମା କରିବାକୁ ଅଣ୍ଟା ଭିଡିଛନ୍ତି ଅପରାଜିତା Iଏନେଇ ଅପରାଜିତା କହିଛନ୍ତି ଯେ ମତେ ରାଜଧାନୀ ବାସି ଯେତିକି ପରିମାଣରେ ଭୋଟ ଦେଇଛନ୍ତି ମୁଁ ତାଠୁ ଅଧିକ ଗଛ ଲଗାଇ ରାଜଧାନୀ କୁ ସବୁଜମୟ କରିବାକୁ ଚେଷ୍ଟା କରିବି I