ଆଜି ଭେଲିଆନ୍ ଅମରିଶ୍ ପୁରୀଙ୍କ ଜନ୍ମ ଦିବସ,ଗୁଗୁଲ ଜଣାଇଲା ଅଭିନନ୍ଦନ

ଚଳଚିତ୍ର ରେ ମୁଖ୍ୟ ଭୂମିକା ସବୁବେଳେ ହିରୋ ଏବଂ ହିରୋଇନ ଙ୍କୁ ଦିଆଯାଇଥାଏ କିନ୍ତୁ ଏହି ପରମ୍ପରା ର ରୂପରେଖ ବଦଳାଇ ଦେଇଥିଲେ ଅମରିଶ୍‌ ପୁରୀ I ହିରୋ ହେବାକୁ ସ୍ବପ୍ନ ଥିବା ପୁରୀ ସମୟକ୍ରମେ ଭିଲିଆନ ସାଜନ୍ତି ଏବଂ ତାଙ୍କ ବଳିଷ୍ଠ ତଥା ଜୀବନ୍ତ ଅଭିନୟ ରେ ବଲିଉଡ୍ ରେ ପାଲଟିଯାଆନ୍ତି ବେତାଜ ବାଦଶାହା I 1932 ଜୁନ୍ 22 ତାରିଖରେ ଜନ୍ମ ଗ୍ରହଣ କରିଥିବା ଅମରିଶ୍ ଙ୍କ ଜନ୍ମଦିନ ସାରା ଭାରତବର୍ଷ ପାଳୁଥିବା ବେଳେ ଗୁଗୁଲ ମଧ୍ୟ ନିଜ ଡୁଡୁଲ ରେ ସ୍ଥାନ ଦେଇଛି I

Leave a Reply

Your email address will not be published. Required fields are marked *