ଏଲପିଜି ସିଲିଣ୍ଡର ପିଛା ଏକାଥରେ କମିଗଲା ୧୦୦ ଟଙ୍କା ,ଆଜିଠୁ ଲାଗୁହେବ

ଗ୍ୟାସ ବ୍ୟବହାରକାରୀ ମାନଙ୍କ ପାଇଁ ଖୁସିଖବର I ଏକାଥରେ ଏଲପିଜି ସିଲିଣ୍ଡର ପିଛା ୧୦୦.୫୦ ଟଙ୍କା କମିଯାଇଛି I ଏହା ଆଜିଠାରୁ ଅର୍ଥାତ ଜୁଲାଇ 1ରୁ ଲାଗୁହେବ I ପୂର୍ବରୁ ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ପିଛା ୭୩୭.୫୦ ଟଙ୍କା ଥିବାବେଳେ ଏବେ 100.50 କମି ୬୩୭ ଟଙ୍କା ହେଇଯାଇଛି I ଏନେଇ ଇଣ୍ଡିଆନ ଅଏଲ କର୍ପୋରେସନ୍‌ ସୂଚନା ଦେଇଛି I ସେହିଭଳି ଯେଉଁମାନେ ସବସିଡି ପାଉଛନ୍ତି ସେମାନେ ଗ୍ୟାସ୍‌ ସିଲିଣ୍ଡରକୁ ୪୯୪.୩୫ ଟଙ୍କାରେ କିଣିପାରିବେ ଏବଂ ୧୪୨.୬୫ ଟଙ୍କା ତାଙ୍କୁ ରିହାତି ମିଳିବ I

Leave a Reply

Your email address will not be published. Required fields are marked *