ଆସନ୍ତା କାଲି ବିଶ୍ଵ ପ୍ରସିଦ୍ଧ ରଥ ଯାତ୍ରା। ଶ୍ରୀ ଜିଉ ମନ୍ଦିର ରୁ ବାହାରି ଯିବେ ବଡ ଦାଣ୍ଡ କୁ।ଦର୍ଶନ ଦେବେ ଭକ୍ତମାନଙ୍କୁ ଏବଂ ବୁଝିବେ ଭକ୍ତ ଙ୍କ ଦୁଃଖ ସୁଖ।
ମାଉସୀ ମା ଘରେ ରହି ପୁଣି ଫେରି ଆସିବେ ବଡ ଦେଉଳ କୁ।ଏହି ପର୍ବ ପାଇଁ ତ କେତେ ସାଲବେଗ ପୃଥିବୀ ର କେଉଁ କୋଣ ରୁ ଛୁଟି ଆସୁଛନ୍ତି ସେଇ ଲୀଳାମୟ କାଳିଆ ଠାକୁର କୁ ଟିକେ ଦେଖିବାକୁ।
ରଥ ଯାତ୍ରା ପାଇଁ ଦିଲ୍ଲୀ ରୁ ଜଣେ ଭକ୍ତ ୨୦ trip ଫୁଲ ଏବଂ ୨୦୦ କାରିଗର ଆଣି ସଜାଇଛନ୍ତି ବଡ ଦେଉଳ କୁ।
ନିମ୍ନ ରେ ଆପଣ ଦେଖି ପାରିବେ କେଡେ ସୁନ୍ଦର ଦିଶୁଛି ଆମ ବଡ ଦେଉଳ।