ଆଜି ରାଷ୍ଟ୍ରପତିଙ୍କ ସହ ବିଦେଶ ଗସ୍ତରେ ଯିବେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ,ବିଦେଶ ସହିତ ଭାରତର ସୁ ସମ୍ପର୍କ ସ୍ଥାପନ କରାଇବେ ପ୍ରତାପ

ରାତାରାତି ସୋସିଆଲ ମିଡିଆରେ ହିରୋ ହେଇ ସାରା ଭାରତରେ ଚର୍ଚ୍ଚିତ ହେଇଥିବା ଓଡ଼ିଶାର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆଜିଠାରୁ ବିଦେଶ ଯାଉଛନ୍ତି I ରାଷ୍ଟ୍ରପତି ଙ୍କ ସହିତ ୮ ଦିନିଆ କାର୍ଯ୍ୟକ୍ରମ ରହିଛି I ରାଷ୍ଟ୍ରପତିଙ୍କ ସହ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏବଂ ପଶ୍ଚିମବଙ୍ଗର ସାଂସଦ ଦିଲୀପ ଘୋଷ ମଧ୍ୟ ଯାଉଛନ୍ତି I ଏହି ଗସ୍ତରେ ପ୍ରତାପ ଆଫ୍ରିକା ର ଗାମ୍ୱିଆ,ଜିନିଆ ଓ ବେନିନ ସହର କୁ ଗସ୍ତ କରିବେ I ଏହାଦ୍ୱାରା ଭାରତ ଏବଂ ଆଫ୍ରିକା ମଧ୍ୟରେ କିପରି ସୁସମ୍ପର୍କ ସ୍ଥାପନ ହେବ ତାହାକୁ ଗୁରୁତ୍ୱ ଦିଆଯିବ I ଆଜି ରାଷ୍ଟ୍ରପତିଙ୍କ ସହ ବିଦେଶ ଗସ୍ତରେ ଯିବେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ,ବିଦେଶ ସହିତ ଭାରତର ସୁ ସମ୍ପର୍କ ସ୍ଥାପନ କରାଇବେ ପ୍ରତାପ

Leave a Reply

Your email address will not be published. Required fields are marked *