ରବୀନ୍ଦ୍ର ମଣ୍ଡପ ରୁ ଏୟାର ପୋର୍ଟ ଯାଏ ନୋ ଓଭର୍ ଟେକିଂ ଜୋନ।ଲୋକ ଙ୍କୁ ଜଗିବ ଡ୍ରୋନ

ଗାଡି ଡ୍ରାଇଭର ଙ୍କ ଦାୟିତ୍ଵ ହିନ ଗାଡ଼ି ଚାଳନା ପାଇଁ ଅନେକ ଧାନ ଜୀବନ ହାନି ଘଟୁଛି। ସେମାନଙ୍କ ଗାଡ଼ି ଚାଳନା କୁ ନିୟନ୍ତ୍ରଣ କରିବା ପାଇଁ କମିଶନରେଟ୍ ପୋଲିସ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ଭୁବନେଶ୍ୱର ର ରବୀନ୍ଦ୍ର ମଣ୍ଡପ ଠାରୁ ଏୟାରପୋର୍ଟ ଛକ ଯାଏ ଘୋଷଣା ହେଲା ‘ ନୋ ଓଭରଟେର୍କିଂ ଜୋନ୍ ‘ ଏହି ଅଞ୍ଚଳ ରେ ଟ୍ରାଫିକ ନିୟମ କୁ ଉଲଂଘନ କରୁଥିବା ଗାଡ଼ି ଚାଳକ ଙ୍କ ଉପରେ ନଜର ରଖିବା ଡ୍ରୋନ କ୍ୟାମେରା।

       ଭୁବନେଶ୍ୱର ର ରବୀନ୍ଦ୍ର ମଣ୍ଡପ ଠାରୁ ଏୟାରପୋର୍ଟ ପର୍ଯ୍ୟନ୍ତ ରାସ୍ତା କୁ ଗୁରୁତ୍ବପୂର୍ଣ୍ଣ ଅଞ୍ଚଳ ବୋଲି କୁହାଯାଏ। ପ୍ରତ୍ୟେକ ଦିନ ଏହି ରାସ୍ତାରେ ନେତା, ମନ୍ତ୍ରୀ, ପ୍ରଶାସନିକ ଅଧିକାରୀ, ସୈନ୍ୟ ଓ ସାଧାରଣ ଜନତା ବହୁ ସଂଖ୍ୟାରେ ଯାତାୟାତ କରୁଛନ୍ତି। ତେଣୁ ଏହି ରୋଡ ରେ ଯେପରି କିଛି ଦୁର୍ଘଟଣା ନ ହେବା ସେଥି ପାଇଁ ଏହି ରାସ୍ତା ରେ ଡ୍ରୋନ କ୍ୟାମେରା ଲଗାଯିବା କୁ ନିଷ୍ପତ୍ତି ନିଆଯାଇଛି।

Leave a Reply

Your email address will not be published. Required fields are marked *