ଭୁବନେଶ୍ୱର ରେ ତାତିଲେ ଜନତା , ପୋଲିସ ଗାଡିକୁ ଅଟକାଇ ମାଗିଲେ ଗାଡି କାଗଜ ଆଉ ତାପରେ ….

ନୂଆ ନିୟମ କୁ ସବୁଆଡେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ବେଳେ ଆଜି ରାଜଧାନୀ ଭୁବନେଶ୍ୱର ରେ ଦେଖିବାକୁ ମିଳିଛି ଏହାର ପ୍ରଭାବ I ଗାଡି କାଗଜ ପତ୍ର ନଥିବାରୁ ମନଇଛା ଫାଇନ କାଟିଦେଉଛି ଟ୍ରାଫିକ ପୋଲିସ ଏମିତିକି ଅଟୋ ଡ୍ରାଇଭର 47ହଜାର ଦେଉଛି ତ ସ୍କୁଟି ଵାଲା 23ହଜାର I ତେବେ ଆଜି ପୋଲିସ ଗାଡି କୁ ଘେରିଛନ୍ତି ସାଧାରଣ ଜନତା

I ରାଜଧାନୀ ରାଜମହଲ ଛକରେ ଫାଇନ ଆଦାୟ କରିବାକୁ ଆସିଥିବା ପୋଲିସ ଗାଡି ର ଫିଟନେସ ,ପ୍ଲୁସନ ଫ୍ରି ,ଡିଏଲ ,ଆରସି ମାଗିଥିଲେ ସାଧାରଣ ଜନତା ,କିନ୍ତୁ ପୋଲିସ ଦେଖାଇ ନପାରିବାକୁ ସାଧାରଣ ଜନତା ଉତ୍ୟକ୍ତ ହେଇ ଗାଡି ଅଟକ ରଖିଥିଲେ I ପରିସ୍ଥିତି ଭୟଙ୍କର ହେବାକୁ ଯାଉଥିବା ବେଳେ ପୋଲିସ ଫୋର୍ସ ପହଁଚି ଲାଠିଚାର୍ଜ କରିଛି I

Leave a Reply

Your email address will not be published. Required fields are marked *