ଋଣଭାର ରେ ବୁଡି ଶେଷରେ ବିକ୍ରି ହୋଇଗଲା ୧୧୪ ବର୍ଷର ବ୍ୟାଟେରୀ କମ୍ପାନୀ ଏଭରେଡି

ଟର୍ଚ୍ଚ ହେଉ କିମ୍ବା ଘଣ୍ଟା ଯଦି ବେଟେରି କିଣିବାକୁ ପଡେ ପ୍ରଥମେ ମନକୁ ଆସେ Eveready ବ୍ୟାଟେରୀ I ଲୋକଙ୍କ ଅତି ପ୍ରିୟ ତଥା ଜଣାଶୁଣା ଏହି Eveready କମ୍ପାନୀ ଶେଷରେ ବିକ୍ରି ହେଇଯାଇଛି I ଅହେତୁକ କ୍ଷତି ରୁ କମ୍ପାନୀ ମୁକୁଳି ପାରିନଥିଲା ,ଦିନକୁ ଦିନ କରଜ ବଢିଚାଲିଥିଲା ପାଖାପାଖି 700 କୋଟି ଟଙ୍କା କରଜ ହେବାପରେ ଶେଷରେ କମ୍ପାନୀ ର ଦେବାଳିଆ ସ୍ତିତି କୁ ସୁଧାରିବାକୁ ପ୍ରାଣପ୍ରଣେ ଚେଷ୍ଟା କରିଥିଲେ ବୋର୍ଡ଼ କିନ୍ତୁ ପାରିନଥିଲେ I କମ୍ପାନୀ କୁ ଋଣଭାର ରୁ ମୁକ୍ତ କରିବାକୁ ଶେଷରେ ୱର୍କଶାୟର ଙ୍କ ଡ୍ୟୁରାସେଲ୍ ଇଙ୍କ(Duracell Inc) ହାତରେ 1600/1700 କୋଟି ଟଙ୍କାରେ ବିକ୍ରି କରିଦେଇଛନ୍ତି I

Leave a Reply

Your email address will not be published. Required fields are marked *