Home ତାଜା ଖବର ଇତିହାସ ରଚିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ,ଏକା ସାଙ୍ଗରେ ଦେଲେ ୧.୨୬ ଲକ୍ଷ ସରକାରୀ ନିଯୁକ୍ତି

ଇତିହାସ ରଚିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ,ଏକା ସାଙ୍ଗରେ ଦେଲେ ୧.୨୬ ଲକ୍ଷ ସରକାରୀ ନିଯୁକ୍ତି

ଆନ୍ଧ୍ର ର ନୂଆ ମୁଖ୍ୟମନ୍ତ୍ରୀ ହେଇଥିବା ଓ୍ବାଇ ଏସ୍ ଜଗନମୋହନ ରେଡ୍ଡୀ ଇତିହାସ ରଚିଛନ୍ତି I ସବୁବେଳେ ଚର୍ଚ୍ଚାରେ ଥିବା ଏହି ଯୁବ ମୁଖ୍ୟମନ୍ତ୍ରୀ ବିଶେଷ କରି ନିଯୁକ୍ତି କୁ ଅଧିକ ଗୁରୁତ୍ବ ଦେଉଥିଲେ l ଏପରିକି କିଛିଦିନ ତଳେ ରାଜ୍ୟରେ ଥିବା ସମସ୍ତ କଳକାରଖାନା ରେ ସ୍ଥାନୀୟ ଯୁବକ ଯୁବତୀ ମାନଙ୍କୁ ୭୦% ନିଯୁକ୍ତି ଦିଆଯିବ ବୋଲି ଘୋଷଣା କରିଥିଲେ I ତେବେ ପୁଣିଥରେ ନେଇଛନ୍ତି ଐତିହାସିକ ନିଷ୍ପତି I ରାଜ୍ୟରେ ଏକ ସାଙ୍ଗରେ ୧,୨୬,୭୨୮ ନିିଯୁକ୍ତି ପାଇଁଁ ବିଜ୍ଞାପନ ବାହାର କରିଥିଲେ ଏବଂ ଯୋଗ୍ୟ ପ୍ରାଥି ମାନଙ୍କୁ ସରକାର ନିଜେ ନିଯୁକ୍ତିପତ୍ର ଦେଇଛନ୍ତି I ଏତେ ସଂଖ୍ୟକ ନିଯୁକ୍ତି ସାରା ଭାରତ ରେ ପ୍ରଥମ ଥର ପାଇଁ ବିରଳ I

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ସେସୁ ରେ ଠିକା କମ୍ପାନୀ OEDC ର ମନମାନୀ ,କର୍ତ୍ତୃପକ୍ଷ ଚୁପ ,ମାସ ମାସ ଧରି ଇପିଏଫ ବାନ୍ଧୁନି କମ୍ପାନୀ

ଆସନ୍ତା ଜୁନ 1 ତାରିଖ ରୁ ସେସୁ କୁ ଅଧିଗ୍ରହଣ କରିନେଉଛି ଟାଟା I ତେବେ ଏହାଭିତରେ ଶ୍ରମିକ ମାନଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖାଯାଇଥିବା ବେଳେ ବିଶେଷ କରି ସେସୁ ରେ...

ୟୁଟୁବ ଚାନେଲ ରେ ଯୋଗ ଶିଖାଉଛନ୍ତି ଯୋଗ ଗୁରୁ ଗଣେଶ ଗୋଛିକାର

ଏବେ ଲକ ଡାଉନ ଚାଲିଛି ,ସମସ୍ତେ ଗୃହବନ୍ଦୀ ଥିବାବେଳେ ସୁସ୍ଥ ରହିବା ପାଇଁ ଦୈନିକ ଜିମ୍ ବା ଯୋଗ କରିବା ନିହାତି ଜରୁରୀ କିନ୍ତୁ ବର୍ତମାନ ସବୁ ଯୋଗ ସେଣ୍ଟର ବନ୍ଦ ରହିଛି,ବିନା...

ଲକ ଡାଉନ ରେ ମନ କିଣିନେଲେ ଅଭିନେତ୍ରୀ

ଏବେ ଲକ ଡାଉନ ଚାଲିଥିବା ବେଳେ ସମସ୍ତେ ଗୃହବନ୍ଦୀ ତେବେ ଏହି ଲକ ଡାଉନ ରେ ସହାୟତା ର ହାତ ବଢ଼ାଇ ପ୍ରସଂଶା ସାଉଁଟୁଛନ୍ତି ଅଭିନେତ୍ରୀ ଅନୁମିତା I ତାଙ୍କ ସହାୟତା ପାଇଁ...

15ବର୍ଷ ର ବଳିଦାନ ବୁଝିଲାନି ଚାନେଲ ,ବରିଷ୍ଠ କ୍ୟାମେରା ମ୍ୟାନ ଚାକିରୀ ଖଣ୍ଡେ ପାଇଁ ହନ୍ତସନ୍ତ ହେଇ ଆଖି ବୁଜିଲେ

Odisha Exclusive ବ୍ୟୁରୋ // ଓଡିଶା ମିଡ଼ିଆ ଜଗତ ର ଜଣେ ଜଣାଶୁଣା ନା ସୁକାନ୍ତ ପାଣିଗ୍ରାହୀ I ଆଉ କିନ୍ତୁ ସେ ନାହାନ୍ତି ,ମେ 16ରେ ତାଙ୍କର ମୃତ୍ୟ ହେଇଯାଇଥିବା ବେଳେ...