ସାବଧାନ ! ନୋଟବନ୍ଦୀ ପରେ ହେବାକୁ ଯାଉଛି ସୁନାବନ୍ଦୀ ,ଅଧିକ ସୁନା ରଖିଥିଲେ ଫସିବେ

ହୁ ହୁ ହେଇ ବଢ଼ିବାରେ ଲାଗିଛି ସୁନା ଦର ,ଏପଟେ କିନ୍ତୁ ସୁନା କିଣିବାରେ ମଧ୍ୟ ଭାରତୀୟ ରେକର୍ଡ ସୃଷ୍ଟି କରୁଛନ୍ତି ,ନିକଟରେ ଧନତେରାସ ଯାଇଥିବା ବେଳେ ସୁନା ପ୍ରତି ଭାରତୀୟ ଙ୍କ ମୋହ କିଭଳି ଥିଲା ତାହା ଜଣାପଡିଛି I ସୁନା ର ଏତେ ଦାମ ଥିଲେ ମଧ୍ୟ ଧନତେରାସ ରେ ସୁନା କିଣିବାକୁ ଭାରତୀୟ ମାନେ କୃପଣତା କରିନଥିଲେ I ଅନୁମାନ କରାଯାଉଛି କି ଭାରତୀୟ ଙ୍କ ପାଖରେ ପାଖାପାଖି ୨୦ହଜାର ଟନ୍ ସୁନା ରହିଛି I ଅଧିକାଂଶ ସୁନା କଳା ଟଙ୍କାରେ ଗଛିତ I ତେଣୁ ଶୁଣାଯାଉଛି କି ଏହି କଳା ଟଙ୍କା ଦ୍ୱାରା ଗଛିତ ସୁନା ଉପରେ ଏବେ ଟାକ୍ସ ଲାଗିବାକୁ ଯାଉଛି I ଯେଭଳି ନୋଟ ବନ୍ଦୀ ହେଇଥିଲା ସେଇଭଳି ଭାବରେ ଯେ କୌଣସି ସମୟରେ ସରକାର ଙ୍କ ତରଫରୁ ସୁନା ବନ୍ଦୀ ଘୋଷଣା ହେଇପାରେ I

ସରକାର ଙ୍କ ତରଫରୁ ଏକ ନିର୍ଦ୍ଧିଷ୍ଟ ପରିମାଣର ସୁନା ରଖିବାକୁ ନିର୍ଧାରଣ କରାଯିବ ,ଏହାବାଦ ଯିଏ ଅଧିକ ରଖିବେ ଏଥିପାଇଁ ଟ୍ୟାକ୍ସ ଦେବେ ନଚେତ ସୁନା ବୈଧ ନୁହେଁ ବୋଲି ଜଣାଯିବ I ଯଦିଓ ଏନେଇ ସରକାରୀ ସ୍ତରରେ କୋୖନଃଶି ସୂଚନା ମିଳିନାହିଁ ତେବେ ଖୁବ ଶୀଘ୍ର ଏହା ଲାଗୁ ହେଇପାରେ ବୋଲି ଜଣାଯାଇଛି I

Leave a Reply

Your email address will not be published. Required fields are marked *