ଏଣିକି ମନଇଛା ଗାଁ ରେ ଘର କରି ପାରିବେନି , ନେବାକୁ ପଡ଼ିବ ସରକାରଙ୍କ ଅନୁମତି

ଏଣିକି ଆଉ ମନଇଛା ଗାଁ ରେ ଘର କରିପାରିବେ ନାହିଁ ,ଯଦି ଏହି ନିୟମ ଭାଙ୍ଗିବେ ତେବେ ଆପଣଙ୍କ ଉପରେ ସରକାର ଙ୍କ ଜୋରିମାନା ଲାଗୁ ହେବ I ଏପରି ଘୋଷଣା କରିଛି ପଞ୍ଚାୟତି ରାଜ ବିଭାଗI ସୂଚନା ଅନୁଯାଇ ଏଥର ଗାଁ ରେ ଯଦି କେହି ଉଞ୍ଚା ସେମାନେ ଘର କରନ୍ତି ତେବେ ପଞ୍ଚାୟତ ସମିତି ଜରିଆରେ ଜିଲ୍ଲା ପ୍ଲାନିଂ ଅଫିସରଙ୍କ ପାଖରେ ଆବେଦନ କରିବେ । ଏହି ଆବେଦନ କୁ ଟାଉନ ପ୍ଲାନିଂ ଅଧିକାରୀ ନିର୍ଦେଶକ ଯାଞ୍ଚ କରିବା ପରେ ଯଦି ଅନୁମତି ମିଳିବ ତେବେ ଆପଣ ଘର କରିପାରିବେ I ଯଦି ନିୟମ ନମାନନ୍ତି ତେବେ ୫୦% ଅର୍ଥ ଲାଗୁହେବ I

ତେବେ ଏହା କେବଳ ସେଇମାନଙ୍କ ପାଇଁ ଲାଗୁହେବ ଯେଉଁମାନେ 500 ବର୍ଗ ମିଟର କିମ୍ବା ଅଧିକ ଜମିରେ ଘର କରୁଥାନ୍ତି I ଏନେଇ ପଂଚାୟତ ରାଜ ମନ୍ତ୍ରୀ ପ୍ରତାପ ଜେନା ଘୋଷଣା କରିଛନ୍ତି I

Leave a Reply

Your email address will not be published. Required fields are marked *