14 ନୁହେଁ ଓଡ଼ିଶାରେ ଏପ୍ରିଲ 30ଯାଏଁ ବଢ଼ିଲା ଲକ ଡାଉନ ସମସ୍ତ ସ୍କୁଲ କଲେଜ ଜୁନ ୧୭ ଯାଏଁ ବନ୍ଦ

କରୋନା ର ହାହାକାର ଲାଗି ରହିଥିବା ବେଳେ ଓଡ଼ିଶାରେ ମଧ୍ୟ ଏପର୍ଯ୍ୟନ୍ତ 42ଜଣ ସଂକ୍ରମିତ ହେଇଥିବା ବେଳେ ଜଣେ ମୃତ ଏବଂ ଦୁଇ ଜଣ ସୁସ୍ଥ ହେଇ ଫେରିଛନ୍ତି I ରାଜଧାନୀ ରେ କରୋନା ର ପ୍ରଭାବ ଲାଗି ରହିଛି I ତେବେ ଲାଗି ରହିଥିବା ଲକ ଡାଉନ ର ଅବଧି ବୃଦ୍ଧି ହେବାନେଇ ଚର୍ଚା ହେଉଥିବା ବେଳେ ଓଡିଶା ମୁଖ୍ୟମନ୍ତ୍ରୀ ଏହାକୁ ଆହୁରି ବୃଦ୍ଧି କରିଛନ୍ତି I ରାଜ୍ୟରେ ଏପ୍ରିଲ ୩୦ ପର୍ଯ୍ୟନ୍ତ ଲକଡାଉନ୍ ଅବଧି କୁ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ I ଏନେଇ ଏକ ଭିଡିଓ ଜରିଆ ରେ ବାର୍ତା ଦେଇଛନ୍ତି ଓଡିଶା ବାସୀଙ୍କୁ I ଏପରିକି ଏହା ସହିତ ସମସ୍ତ ସ୍କୁଲ ମଧ୍ୟ ଜୁନ୍ ୧୭ରେ ଯାଏ ବନ୍ଦ ରହିବ ବୋଲି କହିଛନ୍ତି Iଅଧିକ ଖବର ପାଇଁ ଆମ ଫେସବୁକ ପେଜ୍ କୁ ଲାଇକ କରନ୍ତୁ

Leave a Reply

Your email address will not be published. Required fields are marked *