ଭୁଲ୍ ରେ ବି ଘରେ ଏହି ଚାରୋଟି ଜିନିଷ ରଖନ୍ତୁ ନାହିଁ ନଚେତ ମାଡି ଆସିବ ମହାବିପଦ

ଆଜି ଆମେ ଜାଣିବା କୋଉ କୋଉ ଜିନିଷ ଘରେ ରଖିଲେ ଭଲ ଆଉ କୋଉ ଜିନିଷ ଭଲ ନୁହେଁ।ଆପଣଙ୍କ ସମସ୍ତଙ୍କ ଘରେ ପ୍ରାୟ ମହାଭାରତ ଥିବ।କାରଣ ଏହା ଦ୍ବାରା କିଛି ଜ୍ଞାନ ଆହରଣ କରାଯାଏ।ମନେରଖନ୍ତୁ ଯଦି ଆପଣଙ୍କ ଘରେ

1.ମହାଭାରତ ଯୁଦ୍ଧର ଫଟୋ ଥାଏ ତାହାଲେ ଆପଣଙ୍କ ଘରକୁ ବିପଦ ଆସିପାରେ। ମହାଭାରତ ରେ ସବୁବେଳେ ପରିବାର ମଧ୍ୟରେ ଝଗଡ଼ା ଲାଗି ରହୁଥିଲା ।

2.ତାଜମହଲ – ଆପଣ ତାଜମହଲ ବିଷୟରେ ତ ଜାଣିଥିବେ ଶାହାଯାନ୍ ନିଜ ପତ୍ନୀ ମମ୍ ତାଜ୍ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହା ବନେଇଥିଲେ।ଏହା ଏକ ସମାଧି।

ଏବଂ ଯଦି ଆମେ ଏହି ସମାଧି ଘରେ ରଖୁଚେ ତେବେ ଏହା ବହୁତ୍ ଅସୁବିଧା ଅଟେ।ତେଣୁ ତାଜମହଲ ଫଟୋକୁ କେବେ ବି ଘରେ ରଖନ୍ତୁ ନାହିଁ।ଏହାକୁ ରଖିବା ଦ୍ବାରା ଝଗଡ଼ା ହୋଇ ନ ଥାଏ।ଆଉ ସଂପର୍କ ମଧ୍ୟ ନଷ୍ଟ ହୋଇଯାଇଥାଏ।
3.ଆପଣ ଯଦି କୌଣସି ହିଂସ୍ର ପଶୁ ର ଫଟୋ ନିଜ ଘରେ ରଖୁଛନ୍ତି ତାହେଲେ ଆପଣଙ୍କ ଉପରେ ସିଧାସଳଖ କୁପ୍ରଭାବ ପଡିଥାଏ।

ଯଦି ଆପଣ ସକାଳୁ ଉଠି ଏହା ଦେଖୁଛନ୍ତି ଆପଣଙ୍କ ମନରେ ନକାରାତ୍ମକ ଶକ୍ତିର ପ୍ରଭାବ ବୃଦ୍ଧି ହୋଇଥାଏ।ଯାହା ଦ୍ଵାରା ପାରିବାରିକ ସଂପର୍କ ମଧ୍ୟ ଖରାପ୍ ହୋଇଥାଏ।
4.ଯଦି ଆପଣଙ୍କ ଘରେ ଡଙ୍ଗା ବୁଡି ଯାଉଥିବା ଫଟୋ ଥାଏ ସେହି ଫଟୋକୁ ଏବେ ହିଁ କାଢ଼ି ନିଅନ୍ତୁ।

ସେ ଫଟୋ ଟି ସିଧାସଳଖ ଆପଣଙ୍କ ପରିବାର ଉପରେ ପ୍ରଭାବ ପଡିଥାଏ।
ଆଶା କରୁଛି ଆପଣ ଏହି ଚାରୋଟି ବିଷୟ ଉପରେ ଧ୍ୟାନ ଦେବେ ଏବଂ ଏହା ଦ୍ବାରା ଆପଣଙ୍କ ପରିବାର ଉପରେ ମଧ୍ୟ କିଛି ଖରାପ୍ ପ୍ରଭାବ ପଡ଼ିବ ନାହିଁ।

Leave a Reply

Your email address will not be published. Required fields are marked *