ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆଜି ତଥା ଶୁକ୍ରବାର ସନ୍ଧ୍ୟା ରେ ପଞ୍ଜାବ ର ଅମୃତସର ଠାରେ।
ଆଜି ସନ୍ଧ୍ୟା ରେ ଲୋକମାନେ ଏକ ପଡିଆ ନିକଟରେ ରାବଣ ପୋଡ଼ି ଦେଖୁଥିବା ସମୟରେ ସେଠାରେ ରାବଣ ଜଳିବା ସମୟରେ ଦୋୖଡି ଆସୁଥିଲେ।
କିନ୍ତୁ ସେହି ସମୟରେ ଅଜଣା ତ ରେ ଏକ ଟ୍ରେନ୍ ଟ୍ରାକ କୁ ଚାଲି ଯାଇଥିଲେ।
ଯେଉଁଠି କି ବହୁତ୍ ଲୋକମାନଙ୍କ ଉପରେ ଟ୍ରେନ୍ ଚଢି ଯାଇଛି। ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ମୁତାବକ ୫୦ ଜଣ ମୃତ ଅଛନ୍ତି।
ଟ୍ରେନ୍ ଟି ପଠାନ୍ କୋତ୍ ରୁ ଅମୃତସର ଯାଉଥିବା ବେଳେ ଗୌଡା ବଜାର ନିକଟରେ ହୋଇଥିଲେ ଏହି ଅଘଟଣା।
ଏ ନେଇ ବିଭିନ୍ନ ମହଲ ରୁ ପ୍ରତିକ୍ରିୟା ଦେଖିବାକୁ ମିଳିଛି।