ଭୁବନେଶ୍ୱର ପରିବହନ ଭବନ ରୁ କାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଧାନୀ ଏକ୍ସପ୍ରେସ ବସ୍ ସେବା ର ଶୁଭାରମ୍ଭ କରିଛନ୍ତି ।
ଏହି ବସ୍ ସେବା ମୁଖ୍ୟତଃ ଦୀର୍ଘ ପଥ ପାଇଁ ବ୍ୟବହୃତ ହେବ। ଏହି ବସ୍ ରେ ସମସ୍ତ ଆଧୁନିକ ସୁବିଧା ଯଥା WiFi ,charger ଉପଲ୍ଲାଲବ୍ଧ ରହିବ ଏହା ସହ ସହ ଏହା ଶୀତ ତାପ ନିୟନ୍ତ୍ରିତ ମଧ୍ୟ ରହିବ।
ଦୀର୍ଘତମ ପଥ ଯାତ୍ରା ପାଇଁ ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ ରହିବ ସହ ଏହା ଓଡ଼ିଶା ସରକାରଙ୍କ ଦୀର୍ଘ ପଥ ପାଇଁ ପ୍ରଥମ ବସ୍ ଯୋଜନା।
ଏହି ସେବା ରେ ବସ୍ ଗୁଡ଼ିକ ଫୁଲବାଣୀ,ରାଉରକେଲା,ଭବାନୀ ପାଟଣା,ଭଞ୍ଜ ନଗର, ରାଜଗାଙ୍ଗପୁର , ବୁର୍ଲା ଇତ୍ୟାଦି ସ୍ଥାନ କୁ ଯୋଗ କରିବ।