ରାଜନୀତି କରିବେ ବର୍ଷା ପ୍ରିୟଦର୍ଶିନୀ।ନିମପୁରରୁ ଚାଲି ଚାଲି ଶେଷରେ ନବୀନଙ୍କ ଭେଟ ପାଇଲେ ନିମିକି

ରାଜନୀତି କରିବେ ବର୍ଷା ପ୍ରିୟଦର୍ଶିନୀ।ସେ କହିଛନ୍ତି ଯଦି ତାଙ୍କୁ ସୁଯୋଗ ମିଳେ ତେବେ ସେ ନିଶ୍ଚୟ ରାଜନୀତି କରିବେ।ସେ କହିଛନ୍ତି ବର୍ତ୍ତମାନ ସେ ଜଣେ ଅଭିନେତ୍ରୀ।ଫିଲ୍ମ୍ ନିମିକିର ସଫଳତା ପରେ ସେ ଆଗକୁ ଆହୁରି ଭଲ ଫିଲ୍ମ୍ ଦେବାକୁ ଚେଷ୍ଟା କରିବେ।ଆଉ ଯଦି ତାଙ୍କୁ କେବେ ରାଜନୀତି କରିବା ପାଇଁ ସୁଯୋଗ ଦିଆଯାଏ ତେବେ ତେବେ ସେ ନିଶ୍ଚିତ ଏହି ବିଷୟରେ ଚିନ୍ତା କରିବେ।

ଏବଂ ସେ ଏକଥା ମଧ୍ୟ କହିଛନ୍ତି କି ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଠାରୁ ବହୁତ୍ ପ୍ରେରଣା ପାଇଛନ୍ତି।ଏବଂ ସେ ହେଉଛନ୍ତି ତାଙ୍କର ଆଦର୍ଶ।ଏବଂ ଯଦି ତାଙ୍କୁ ରାଜନୀତି ବିଷୟରେ କେବେ ସୁଯୋଗ ମିଳେ ତେବେ ସେ ନିଶ୍ଚୟ ଚିନ୍ତା କରିବେ ବୋଲି କହିଛନ୍ତି।ଏବଂ ସେ ଏକଥା ମଧ୍ୟ କହିଛନ୍ତି ସେ ଗୋଟେ ସାଧାରଣ ଝିଅ ହିସାବରେ ତାଙ୍କ ଭିତରେ ଆତ୍ମବିଶ୍ବାସ ଅଛି ସବୁକିଛି କରିବା ପାଇଁ।

Leave a Reply

Your email address will not be published. Required fields are marked *