ସମସ୍ତ ଗଣନା କେନ୍ଦ୍ର ରେ ସକାଳ ୮ ରୁ କଡ଼ା ସୁରକ୍ଷା ବଳ ରେ ଗଣା ଚାଲିଛି ଭୋଟ।ତେବେ ପ୍ରଥମ ପର୍ଯ୍ୟାୟ ରେ ମିଳିଥିବା ସୂଚନା ଅନୁସାରେ ୟୁପିଏ ଠାରୁ ବହୁତ୍ ଆଗରେ ରହିଛି ଏନ୍ ଡି ଏ।
୫୪୨ ଟି ଲୋକ ସଭା ଆସନ ରେ ସକାଳ ୮.୪୫ ସୁଦ୍ଧା ଏନ୍ ଡି ଏ ୧୧୯ ଟି ସିଟ୍ ରେ ଆଗକୁ ରହିଛି। ଏବଂ ୟୁପିଏ ୪୨ ସିଟ୍ ରେ ଆଗୁଆ ରହିଛି ଏବଂ ଅନ୍ୟାନ୍ୟ ୩୭।
ପ୍ରଥମେ ପୋଷ୍ଟଲ୍ ବାଲଟ ଗଣନ୍ ଚାଲିଛି ଏବଂ ଏହା ପରେ ପରେ ଇ ଭି ଏମ୍ ଗଣା ହେବ।