ଏହି ଖବର ସାମ୍ନାକୁ ଆସିବା ପରେ ହୋଇପାରେ ସେହି ଲୋକଙ୍କ ମୁହଁ ବନ୍ଦ ହେଇଯିବ I ହିନ୍ଦୁସ୍ତାନର ଚିହ୍ନଟ ପ୍ରଭୁ ଶ୍ରୀରାମଙ୍କ କାଳ୍ପନିକ କହୁଛି ତାଙ୍କ ଅସ୍ତିତ୍ୱକୁ ପ୍ରତ୍ୟାଖାନ କରିବା ପାଇଁ ପ୍ରୟାସ କରୁଛି Iମାମଲା ହେଉଛି 1000 କି.ମି ଦୂରରେ ଅବସ୍ତିତ ଥିବା ଇସ୍ଲାମୀକି ଦେଶ ଇରାକର ଯେଉଁଠି ପ୍ରମାଣ ଦିଆଯାଇଛିକି ସନାତନର ଆରଧ୍ୟ ମର୍ଯ୍ୟଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମ ଓ ତାଙ୍କର ଭକ୍ତ ମହାବଳି ହନୁମାନଙ୍କ କଥା ନା ଖାଲି ସତ୍ୟ ବରଂ ପୁରା ଦୁନିଆରେ ତାଙ୍କର ଅବର୍ଣ୍ଣନୀୟ ଚିହ୍ନ ଅଛି I
ଖବର ଅନୁସାରେ ଇସ୍ଲାମୀକି ଇରାକର ସିଲେମାନୀୟା ଅଂଚଳରେ ଅବସ୍ତିତ ଥିବା ବେଲୁନା ବାଇପାସ ପାଖରେ ଭଗବାନ ରାମ ଓ ହନୁମାନଙ୍କ ଦୁର୍ଲଭ ପ୍ରତିମା ଦେଖିବାକୁ ମିଳିଛି I ଏହି ପ୍ରତିମା ପାଇବାର ଦୃଢ଼ୀକରଣ ନିଜେ ଇରାକ ସରକାର ଭାରତକୁ ଲେଖିକି ଦେଇଛନ୍ତି I ଇରାକ ସରକାରର ପୁରାତତ୍ତ୍ୱଙ୍କ ଦ୍ୱାରା ଏହା ନିଶ୍ଚିତ ହେଇଛିକି ଏହି ପ୍ରତିମା 6000 ବର୍ଷର I
ଏହି ତଥ୍ୟ ସାମ୍ନାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଶାସିତ ଉତ୍ତର ପ୍ରଦେଶର ସଂସ୍କୃତି ବିଭାଗ ପ୍ରଧାନତଃ ଅଯୋଧ୍ୟା ଅନୁସନ୍ଧାନ ସଂସ୍ଥା ସେହି ପ୍ରତିମାର ଅନୁସନ୍ଧାନ କରିବା ଜରୁରୀ ବୋଲି କହିଛି I ଇରାକ ଏହି ବିଷୟର ମହତ୍ୱ ଜାଣିବା ପାଇଁ ଭାରତର ସଂସ୍କୃତି ବିଭାଗ ଓ ଅଯୋଧ୍ୟା ଅନୁସନ୍ଧାନ ସଂସ୍ଥାକୁ ଏହି ବିଷୟର ଅନୁସନ୍ଧାନ ପାଇଁ ନିମନ୍ତ୍ରଣ କରିଛି ଓ ଏହି ସମ୍ବନ୍ଧରେ ପତ୍ର ମଧ୍ୟ ଲେଖିଛି
I ଏହି ଖବର ଯେତେବେଳେ ଅଯୋଧ୍ୟାରେ ପହଁଚିଲା ସେଠିକାର ସାଧୁସନ୍ଥ ମାନେ ଖୁସିରେ ନାଚିଉଠିଲେ I ଭାରତ ସରକାରକୁ ଏହା ଉପରେ ଅନୁସନ୍ଧାନ କରିବା ଆବଶ୍ୟକ I