ଆପଣଙ୍କ ମନେଥିବ କିଛିଦିନ ତଳେ ଜଣେ ପାକିସ୍ତାନୀ ଯୁବତୀ ବମ୍ ଜ୍ୟାକେଟ ପିନ୍ଧି ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ଉଡାଇଦେବାକୁ ଧମକ ଦେଇଥିଲେ I ସୂଚନା ଥାଉ କି ସେ ଜଣେ ପାକିସ୍ତାନର ପପ୍- ସିଙ୍ଗର୍ ଏବଂ ତାଙ୍କ ନାମ ରାବି ପୀରଜାଦା I ତେବେ ପ୍ରଧାନମନ୍ତ୍ରୀ ଙ୍କୁ ଉଡାଇଦେବାକୁ ଧମକ ଦେଇଥିବା ଏହି ଗାୟିକା ଙ୍କର ଅଶ୍ଳୀଳ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି I ଇଣ୍ଟରନେଟ ରେ ଗାୟିକା ଙ୍କର ଅଶ୍ଳୀଳ ଭିଡିଓ ଭାଇରଲ ହେବାପରେ ଗାୟିକା ଜଣଙ୍କ ଏନେଇ ଅଭିଯୋଗ କରିବା ସହିତ ଟ୍ୱିଟର ର ସହାୟତା ମାଗିଛନ୍ତି ଭିଡିଓ ଟିକୁ ଟ୍ୱିଟର ରୁ ହାଟେଇବାକୁ ତେବେ ଦେଖାଯାଇଛି କି କିଛି ମଧ୍ୟ ଏହାକୁ ନେଇ ଟ୍ରଲ କରିଛନ୍ତି କି ଉଡାଇଦେବାକୁ ଧମକ ଦେଉଥିବା ଯୁବତୀ ଙ୍କର କଣ ଉଡ଼ିଗଲା ଇଜ୍ଜତ
!ତେବେ କିଏ ଏବଂ କାହିଁକି ଏହି ଭିଡିଓ ଭାଇରଲ କରିଛି ତାହାର ତଦନ୍ତ ଜାରି ରହିଛି I