ମିଳିଲାନି ନ୍ୟାୟ, ଭୟରେ ଜୀବନ ବଞ୍ଚାଇ ଗାଁ ଛାଡ଼ି ପଳାଇଲେ ସ୍ମିତାରାଣୀଙ୍କ ପରିବାର

ବହୁ ଚର୍ଚିତ ଧର୍ମଶାଳା ବ୍ଳକ ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାରେ ଆସିଛି ନାଟକୀୟ ମୋଡ I ଝିଅ କୁ`ମୃତ୍ୟୁ ର ଅସଲ ନ୍ୟାୟ ନପାଇବାରୁ ଶେଷରେ ବାଧ୍ୟ ହେଇ ଭୟରେ ନିଜ ଘର ଛାଡି ପଳାଇଛନ୍ତି ପରିବାର ଲୋକ I ଆଜି ସକାଳୁ ଘରେ ଚାବି ପକାଇଦେଇ ବାପା ମା ଏବଂ ଜ୍ୱାଇଁ ତାଳଚେର ଯାଇଛନ୍ତି ସେଠାରୁ ଓଡିଶା ବାହାରକୁ ଦିଲ୍ଲୀ ପଳାଇବେ I ଦିଲ୍ଲୀରେ ତାଙ୍କ ପୁଅ ରହୁଛନ୍ତି

I ସ୍ମିତା ଙ୍କ ବାପା କହିଛନ୍ତି ଯେ ଆଜି ଯାଏଁ ତ ନ୍ୟାୟ ମିଳିଲାନି ବରଂ ଝିଅକୁ ହତ୍ୟା କରାଗଲା ,ଆମ ଜୀବନ ପ୍ରତି ମଧ୍ୟ ବିପଦ ଅଛି ,ଯେ କୌଣସି ମୁହୁର୍ତରେ ଆମକୁ ମଧ୍ୟ ହତ୍ୟା କରାଯାଇପାରେ I ସେଥିପାଇଁ ଭୟ ଲାଗୁଚି I ଅପରପକ୍ଷରେ ଘଟଣାକୁ ନେଇ ବିରୋଧୀ ବିଜେପି ଏବଂ କାଁହ୍ଗର୍ସ`କଂଗ୍ରେସ ସରକାର କୁ ଘେରିଛନ୍ତି I

Leave a Reply

Your email address will not be published. Required fields are marked *