ପୁଣି ଚିହ୍ନଟ ହେଲେ ଆଉ ଦୁଇ କରୋନା ପଜିଟିଭ ଏନେଇ ରାଜ୍ୟ ଓ ସ୍ବାସ୍ଥ୍ୟ କଲ୍ୟାଣ ବିଭାଗ ଟ୍ବିଟ୍ ଜରିଆରେ ସୂଚନା ଦେଇଛନ୍ତି।ପୂର୍ବରୁ 21ଜଣ ଚିହ୍ନଟ ହେଇଥିବା ବେଳେ ଆଜିର ଦୁଇ ଜଣଙ୍କୁ ମିଶାଇଲେ ଏହି ସଂଖ୍ୟା 23କୁ ବୃଦ୍ଧି ହେଲା I ରାଜ୍ୟ ଓ ସ୍ବାସ୍ଥ୍ୟ କଲ୍ୟାଣ ବିଭାଗ ଟ୍ବିଟ୍ ଅନୁଯାୟୀ ଉଭୟ ଭୁବନେଶ୍ବରର I ଜଣେ 29ବର୍ଷୀୟ ଯୁବକ ହେଇଥିବା ବେଳେ ସେ ବମିଖାଲର ବାସିନ୍ଦା। ଏବଂ ଅନ୍ୟ ଜଣଙ୍କ ଭୁବନେଶ୍ବର କପିଳ ପ୍ରସାସ ହାଉସିଂ ବୋର୍ଡର ଫେଜ୍-୨ର I