​କାଦୁଅ ବଞ୍ଚାଇଲା ବିମାନ ଯାତ୍ରୀ ଙ୍କ ଜୀବନ

ଆଜ୍ଞା ହଁ ଏମିତି ଏକ ଘଟଣା ଘଟିଛି,ଯେଉଁଥିରେ କାଦୁଅ ଯୋଗୁ ସମ୍ପୂର୍ଣ୍ଣ ବିମାନ ଯାତ୍ରୀ ମାନଙ୍କର ଜୀବନ ବଞ୍ଚି ଯାଇଛି।
ସୂଚନା ଯୋଗ୍ୟ ଯେ ତୁର୍କୀ ର ପେଗସିସ୍ ନାମକ ଏକ ଐର୍ ଲାଇନ ର ଏକ ବିମାନ ଗତ ଶନିବାର ଦିନ ରନ୍ ୱେ ରୁ ନିୟନ୍ତ୍ରଣ ହରାଇ ସମୁଦ୍ର ଭିତରକୁ ଖସି ଯିବାରୁ ଅଳ୍ପକେ ବର୍ତି ଯାଇଛି।

ବିମାନ ଟି କାଦୁଅ ରେ ଲାଗି ରହିବାରୁ ଯାତ୍ରୀ ମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଉତ୍ତର – ପୂର୍ବ ତୁର୍କୀ ର ଟ୍ରବ୍ ଜୋନ ଐର ପୋର୍ଟ ରେ ଏହି ଦୁର୍ଘଟଣା ଘଟିଛି।

Leave a Reply

Your email address will not be published. Required fields are marked *