​ବଜାର କୁ ଆସିଗଲା ୩ ଶକ୍ତିଶାଳି ବାଇକ୍। ଜାଣନ୍ତୁ କଣ ଏ ସବୁ 

ବଜାର କୁ ପ୍ରବେଶ କରିଛି ୩ ଟି ଶକ୍ତିଶାଳୀ ବାଇକ୍। ତେବେ ଆସନ୍ତୁ ଜାଣିବା ଏ ସବୁ ର ଫିଚର୍ ଏବଂ ଟଙ୍କା ବିଷୟରେ

୧. କାୱାସକି ନିଞ୍ଜା ୬୫୦

 

ମୂଲ୍ୟ:- ୫ ଲକ୍ଷ ୩୩ ହଜାର ଟଙ୍କା

କେବଳ ନୀଳ ରଙ୍ଗ ଉପଲବ୍ଧ

୬୪୯ ସି ସି ଇଞ୍ଜିନ

୬ ସ୍ପିଡ୍ ତ୍ରାନ ମିଶନ

ଉନ୍ନତ ବ୍ରେକିଂ ପାଇଁ ଏ ବି ଅସ୍ ସୁବିଧା

୨. କେଟିଏମ୍ ୩୯୦ ଡିଉକ୍

ମୂଲ୍ୟ:- ୨ ଲକ୍ଷ ୨୯ ହଜାର ଟଙ୍କା

ଧଳା ରଙ୍ଗ ରେ ଉପଲବ୍ଧ ହେବ

୩୭୩.୨ ସି ସି

୬ ସ୍ପୀଡ ଗିଅର ବାକ୍

ଦୁଆଲ୍ ଚନ୍ନେଲ୍ ଏ ବି ଏସ୍

୩. ୟମହା ଅଫ୍ ଜେଡ୍ ଏସ ଅଫ୍ ଆଇ

ମୂଲ୍ୟ ୮୬ ହଜାର ୮୨ ଟଙ୍କା
ପଛରେ ଡିସ୍କ break
୧୪୯ ସି ସି ଇଂଜିଣେ
୫ ସ୍ପୀଡ଼ ଟେନ୍ସମିଶନ
ସ୍ପୋର୍ଟ ଆଲୟ ହୁଇଲ ଡିଜାଇନ

Leave a Reply

Your email address will not be published. Required fields are marked *