ମହଙ୍ଗା ପଡିଲା ପୁରୀ ତାଳବଣିଆ IIC ଙ୍କ ଦବଂଗ ଗିରି : କନ୍ଧମାଳ ବଦଳି

ହସ୍ପିଟାଲ ରେ ନିଶାସକ୍ତ ଅବସ୍ଥାରେ ଦବଂଗ ଗିରି ଦେଖାଇବା ମହଙ୍ଗା ପଡିଛି  ପୁରୀ ତାଳବଣିଆ IIC  ରମାକାନ୍ତ ପାତ୍ର ଙ୍କୁ I  ମହାଶୟ ଙ୍କର  କନ୍ଧମାଳ   ବଦଳି କରାଯାଇଛି I  ଏବଂ ଘଟଣାର ତଦନ୍ତ କ୍ରାଇମ ବ୍ରାଞ୍ଚ IG  ଜାରି ରଖିଛନ୍ତି I ସୂଚନା ଥାଉ କି ଗତ କିଛିଦିନ ତଳେ  ନିଶାସକ୍ତ ଅବସ୍ଥାରେ  ପୁରୀ ତାଳବଣିଆ IIC  ଦୁର୍ଘଟଣାରେ ହସ୍ପିଟାଲ ରେ ଚିକିତ୍ସା ହେଉଥିବା ବେଳେ , ଖବର ସଂଗ୍ରହ ପାଇଁ ଯାଇଥିବା  ସାମ୍ବାଦିକ ଙ୍କୁ ଶ୍ରୀ ପାତ୍ର ବିଧା ଗୋଇଠା ମାରିବା ସହିତ  କର୍ତବ୍ୟରତ ଡାକ୍ତର , ନର୍ସ  ଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ

Leave a Reply

Your email address will not be published. Required fields are marked *