ଆସିବ ୩୯୦୦୦ କୋଟି ର ଟ୍ର‌‌।ୟମ୍ଫ କ୍ଷେପଣାସ୍ତ୍ର :ଋଷିଆ ସହ ଚୁକ୍ତି ପାଇଁ ଚୂଡାନ୍ତ କଥାବାର୍ତ୍ତା

ଆସିବ ୩୯୦୦୦ କୋଟି ର ତ ଟ୍ର‌‌।ୟମ୍ଫ କ୍ଷେପଣାସ୍ତ୍ର
ଋଷିଆ ସହ ଚୁକ୍ତି ପାଇଁ ଚୂଡାନ୍ତ କଥାବାର୍ତ୍ତା
ଅତ୍ୟାଧୁନିକ ess-୪୦୦ ତ୍ରୟମ୍ପା କ୍ଷେପଣାସ୍ତ୍ର ଆମଦାନୀ ପାଇଁ ଋଷିଆ ସହ ଭାରତ ର ଶେଷ ପର୍ଯ୍ୟାୟ ଆଲୋଚନା ସମାପ୍ତ ହୋଇଛି।୩୯,୦୦୦ କୋଟି ଟଙ୍କା ର ଏହି ରାଜିନାମାରେ ଭାରତ କୁ ୫ ଟି ଅତି ଉଚ୍ଚ ମାନର କ୍ଷେପଣାସ୍ତ୍ର
ପ୍ରତିହତ କାରି ଏହି ଏସ୍ ୫୦୦ ତ୍ରୟମ୍ପ ପ୍ରଣାଳୀ ମିଳିବ।
ଏହି କ୍ଷେପଣାସ୍ତରର ବିଶେଷ ହେଲା କି ଏହା ନିଜର ସାମରିକ ଶିବିର କୁ ଢାଲ ପରି ସୁରକ୍ଷା ଦେବା ସହ ଶତ୍ରୁ ମାନଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇ ପାରିବ।

Leave a Reply

Your email address will not be published. Required fields are marked *