ପୁରୀ ତାରକା ହୋଟେଲ ଅନନ୍ୟା ରେ   ଭୟାବହ ଅଗ୍ନିକାଣ୍ଡ

ପୁରୀ VIP ରୋଡରେ ଥିବା ଅନନ୍ୟା ହୋଟେଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି ,ହୋଟେଲର 4ର୍ଥ ମହଲାରେ ଲାଗିଛି ନିଆଁ, ନିଆଁ ଲାଗି ହୋଟେଲରେ ବ୍ୟାପକ କ୍ଷତିକ୍ଷତି ହୋଇଛି। ଦମକଳ ବାହିନୀଙ୍କ ସହାୟତାରେ ନିଆଁକୁ ଆୟତ୍ତ କରାଯାଇଛି।  ତେବେ କୌଣସି ପର୍ଯ୍ୟଟକ ଙ୍କର କିଛି କ୍ଷତି ଘଟିନି ।   ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିଲେ ମଧ୍ୟ   ବିଦ୍ୟୁତ ସଟ୍‌ ସର୍କିଟରୁ ଅଗ୍ନିକାଣ୍ଡ  ହେଇଥାଇପାରେ ବୋଲି  ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *