ନାଚ ବାଲିୟେ ଓ ଝଲକ ଦିଖ୍ ଲାଯା ରେ ଭାଗ ନେଇଥିବା କଳାକାର ଗାର୍ଲ୍ ଫ୍ରେଣ୍ଡ ପାଇଁ ପାଲଟିଲେ ଲୁଟେରା

ନାଚ ବାଲିୟେ ଓ ଝଲକ ଦିଖ୍ ଲାଯା ରେ ଭାଗ ନେଇଥିବା କଳାକାର ଗାର୍ଲ୍ ଫ୍ରେଣ୍ଡ ପାଇଁ ପାଲଟିଲେ ଲୁଟେରା

ଦିଲ୍ଲୀ ପୋଲିସ ନିକଟରେ ନାଚ ବାଲିୟେ ଓ ଝଲକ ଦିଖ୍ ଲାଯା ରେ ଭାଗ ନେଇଥିବା କଳାକାର ଙ୍କୁ ଏକ ପିଜା ଦୋକାନ ଲୁଟୁଥିବା ସମୟରେ ଧରିଛନ୍ତି। ତାଙ୍କୁ ଅର୍ଥ ସଙ୍କଟ ଲୁଟେରା ସଜେଉଦେଇଛି ପୋଲିସ ସୂଚନା ଦେଇଛି।

ପୁଲିସ୍ ସୂତ୍ର ରୁ ପ୍ରକାଶ ଯେ ଗତବର୍ଷ ଡିସେମ୍ବର ୨୧ ରେ ଦିଲ୍ଲୀ ସେକ୍ଟର ୧୨ ସ୍ଥିତ Domino’s ପିଜା ର ମନେଜର୍ ପୋଲିସ କୁ ଜଣାଇ ଥିଲେ କୁ ୪ ଜଣ ଯୁବକ ତାଙ୍କୁ ଦୋକାନ ରେ ଛୁରୀ ଦେଖାଇ ସାଢ଼େ ତିନି ଲକ୍ଷ ଟଙ୍କା ଲୁଟି ନେଇଥିଲେ।
ତେବେ ସି ସି ଟିଭି ଫୁଟେଜ ଅନୁସାରେ ପୋଲିସ ସେମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲେ। ତେବେ ପୋଲିସ ଅନୁସନ୍ଧାନ ରୁ ଜାଣିବାକୁ ପାଇଥିଲା ଯେ ଉଦନମ୍ ର ୨୦ ରୁ ଉର୍ଦ୍ଧ ଗାର୍ଲ୍ ଫ୍ରେଣ୍ଡ ଅଛନ୍ତି। ଯେଉଁ ମାନଙ୍କ ପାଇଁ ତାଙ୍କୁ ଅଧିକ ଅର୍ଥ ର ଦରକାର ପଡ଼ୁଚି।
ଫଳରେ ସେ ଏହିଭଳି କାମ କରୁଚନ୍ତି।

Leave a Reply

Your email address will not be published. Required fields are marked *