କେନ୍ଦ୍ରୀୟ ନେତା ଙ୍କୁ ଓଡ଼ିଆ ଙ୍କର ପ୍ରିୟ ଖାଦ୍ୟ  ପଖାଳ ,ଶାଗ ବଡ଼ି, ସହିତ …

ଓଡିଶା ର କିମ୍ୱଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକଙ୍କ ଉପରେ ଲିଖିତ ପୁସ୍ତକ ଉନ୍ମୋଚନ ଉତ୍ସବରେ ଯୋଗଦେବାକୁ ଆସିଥିବା କେନ୍ଦ୍ରୀୟ ନେତା ଯଥା ପୂର୍ବତନ ରାଷ୍ଟ୍ରପତି ପ୍ରଣବ  ମୁଖାର୍ଜୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି. ଦେବଗୌଡା, ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲ କୃଷ୍ଣ ଆଡଭାନୀ, ସିପିଏମ ନେତା ସୀତାରାମ ୟେଚୁରୀ  ଙ୍କୁ   ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବାସଭବନରେ  ମଧ୍ୟାହ୍ନ ଭୋଜନରେ  ଓଡିଶାର ପ୍ରିୟ  ପାରମ୍ପରିକ ଖାଦ୍ୟ ପଖାଳ ଶାଗ ବଡ଼ି, ସଜନା ଛୁଇଁ ଭଜା ଏବଂ ଛେନାପୋଡ଼  କଦଳୀ ପତ୍ର ରେ ପରଷିଛନ୍ତି ।

ଏବଂ ଆତିଥ୍ୟ ଗ୍ରହଣ କରିଥିବାରୁ ଖୁଶି ବୋଲି ଟ୍ୱିଟର ମାଧ୍ୟମରେ ନବୀନ ବାବୁ ଜଣାଇଛନ୍ତି I

Leave a Reply

Your email address will not be published. Required fields are marked *