୪୦ଜଣ  ତୀର୍ଥଯାତ୍ରୀ  ଙ୍କୁ ଭଗବାନ ବଂଚାଇଦେଲେ  ମର୍ମନ୍ତୁଦ ଦୁର୍ଘଟଣାରୁ

କୋରାପୁଟ କୁନ୍ଦୁଲି ହାଟପଦା ନିକଟରେ ଏକ ତୀର୍ଥଯାତ୍ରୀ ବସ୍‌କୁ   ଦ୍ରୃତ ଗତିରେ ଆସୁଥିବା  ଟ୍ୟାଙ୍କର  ଧକ୍କା ଦେବା ଫଳରେ  ବସ ଟି ଭାରସାମ୍ୟ ହରାଇ  ରାସ୍ତା କଡ଼ରୁ ତଳକୁ ଖସି ଯାଇଥିଲା ହେଲେ ଭଗବାନ ଙ୍କ ଆଶୀର୍ବାଦ ରୁ  ଏହି ଦୁର୍ଘଟଣାରେ ୪୦ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି  ।କାହାର ବିଶେଷ କ୍ଷତି ହେଇନି  ତେବେ ଟ୍ୟାଙ୍କର ର  ଇଞ୍ଜିନ ଓ ସାମ୍ନା ପଟ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି

Leave a Reply

Your email address will not be published. Required fields are marked *