ଏସିଡ୍‌ ଆକ୍ରମଣ  ହୋଇଥିବା  ପୀଡିତା ଙ୍କୁ  ମିଳିବ ଚାକିରିରେ ସଂରକ୍ଷଣ

ଏସିଡ୍‌ ଆକ୍ରମଣ  ହେଲା ପରେ କେବଳ ପୀଡିତା ହିଁ  କେବଳ ଅନୁଭବୀ ସମାଜରେ ବଂଚିବା କେତେ କଷ୍ଟ I    ସମାଜରୁ ସତେ ଯେପରି ତା ସ୍ୱପ୍ନ ଧୂଳିସାତ ହେଇଯାଏ I  ଏଣିକି କେନ୍ଦ୍ର ସରକାରଙ୍କ ଚାକିରିରେ ଏସିଡ୍‌ ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ସଂରକ୍ଷଣ ମିଳିବ । ଏ ସମ୍ପର୍କରେ କାର୍ମିକ ଓ ତାଲିମ୍‌ ବିଭାଗ ପକ୍ଷରୁ ସୂଚନା  ଦିଆଯାଇଛି ।   ଚାକିରୀ କ୍ଷେତ୍ର ରେ ଏସିଡ୍‌  ପୀଡିତା ମାନଙ୍କ ପାଇଁ  ସଂରକ୍ଷଣ   ନିର୍ଚିନ୍ତ  ଭାବରେ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ I

Leave a Reply

Your email address will not be published. Required fields are marked *