ପହଂଚିଲାନି ଆମ୍ବୁଲାନ୍ସ ରାସ୍ତାରେ  ଶିଶୁ କନ୍ୟା କୁ ଜନ୍ମ ଦେଲେ ମହିଳା

ବାଟ ବଣା ଜନନୀ ସୁରକ୍ଷା ଯୋଜନା :-ରାୟଗଡା  ଜାମ୍ୱପଦର ଗାଁର ଗୋଲାପି ହିକକା ଗତକାଲି ରାତିରେ ଗର୍ଭ 


ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକ ଆମ୍ୱୁଲାନ୍ସକୁ ଫୋନ କରିଥିଲେ । କିନ୍ତୁ ସକାଳ ପର୍ଯ୍ୟନ୍ତ ଆମ୍ୱୁଲାନ୍ସ ନ ପହଞ୍ଚିବାରୁ ପାରିବାର ଲୋକ ଏକ ଗାଡି କରି ପ୍ରସୂତିଙ୍କୁ ମେଡିକାଲ ନେବା ବେଳେ  ବାଟରେ ତାଙ୍କ ଯନ୍ତ୍ରଣା  ଅସହ୍ୟ ହୋଇଥିଲା ଏବଂ ସେ ରାସ୍ତାକଡରେ ଏକ ଶିଶୁକନ୍ୟାଙ୍କୁ ଜନ୍ମ ଦେଇଥିଲେ । ଶିଶୁ କନ୍ୟା ଜନ୍ମ ହେବା ପରେ ଘଟଣାସ୍ଥଳରେ ଆମ୍ୱୁଲାନ୍ସ ପହଞ୍ଚି ମା ଓ ନବଜାତ ଶିଶୁ କନ୍ୟାକୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା

Leave a Reply

Your email address will not be published. Required fields are marked *