ମୁହଁରେ କଳାପଟି ବାନ୍ଧି ଥାନା ଅଧିକାରୀଙ୍କୁ ନିସ୍ତୁକ  ମାଡ ମାରିଲେ ଦୁର୍ବୁତ୍ତ

ଗତକାଲି ବିଳମ୍ବିତ  ରାତିରେ  ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଆରପିଏଫ୍‌ ଥାନା ଅଧତ୍କାରୀ ସୁଶୀଲ ପାଠକ ଘରକୁ ଫେରିଲା ବେଳେ ପୁରୁଣା ମାଲଗୋଦାମ ନିକଟରେ ୩ ଜଣ ଦୁର୍ବୃତ୍ତ ମୁହଁରେ କଳାପଟି ବାନ୍ଧି ତାଙ୍କୁ  ତାଙ୍କୁ ନିସ୍ତୁକ ମାଡ ମାରିଛନ୍ତି । ଆକ୍ରମଣରେ ତାଙ୍କ ଶରୀରର ଅନେକ ସ୍ଥାନରେ କ୍ଷତ ଚିହ୍ନ ଥିବାବେଳେ ମୁଣ୍ଡରେ ଗଭୀର ଆଘାତ  ଲାଗିଥିଲା  ଗୁରୁତର ଅବସ୍ଥାରେ ଅବସ୍ଥାରେ ଟିଟିଲାଗଡ଼ ଡକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆକ୍ରମଣର କାରଣ  ଏଯାଏଁ ଜଣାପଡ଼ିନି  ତେବେ  ପୋଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ  କରିଛି।

Leave a Reply

Your email address will not be published. Required fields are marked *