ଆଇ ପି ଏଲ୍ ନିଲାମ ରେ ଭାଗ ନେଲେ ଏହି ଅଭିନେତ୍ରୀ ଙ୍କ ଝିଅ

ଆଇ ପି ଏଲ୍ -୧୧ ପାଇଁ ଦୁଇ ଦିନ ଧରି ଚାଲିଥିବା ନିଲାମ କାଲି ଶେଷ ହୋଇଯାଇଛି। ଏହି ନିଲାମ ରେ ପ୍ରୀତି ଜିନ୍ତା ଙ୍କ ସହ ଯୁହି ଚାୱଲା ଙ୍କ ଭଳି ସିନେ ତାରକା ମାନେ ଦେଖିବାକୁ ମିଳିଥିଲ।

ତେବେ ଆଇ ପି ଏଲ୍ ର ଟେବୁଲ୍ ରେ ଉପସ୍ଥିତ ଥିଲେ ଯାଂହବି ମେହେଟା(ଜୁହି ଚାୱଲା ଓ ଜୟଦେବ ମେହେଟା ଙ୍କ ଝିଅ) ଜାଂହବି ସେଠାରେ ସବୁଠାରୁ କମ ବୟସ୍କ ର ସଦସ୍ୟ ଥିଲେ।

କିଙ୍ଗ ଇଲେଭେନ ପଞ୍ଜାବର ସହ-ମାଲିକାଣୀ ପ୍ରୀତି ଜିଣ୍ଟା ମଧ୍ୟ ଜାହ୍ନବୀ ମେହେତାଙ୍କ ସହ ତାଙ୍କ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଏବଂ କ୍ୟାପସନରେ ତାଙ୍କର ଅନେକ ପ୍ରଶଂସା ମଧ୍ୟ କରିଥିଲେ ।ଜାହ୍ନବୀ ଆଇପିଏଲ ଅକ୍ସନରେ ଉପସ୍ଥିତ ଥିବା ସବୁଠାରୁ କମ ବୟସର ସଦସ୍ୟ ଥିଲେ । କିଙ୍ଗ ଇଲେଭେନ ପଞ୍ଜାବର ସହ-ମାଲିକାଣୀ ପ୍ରୀତି ଜିଣ୍ଟା ମଧ୍ୟ ଜାହ୍ନବୀ ମେହେତାଙ୍କ ସହ ତାଙ୍କ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଏବଂ କ୍ୟାପସନରେ ତାଙ୍କର ଅନେକ ପ୍ରଶଂସା ମଧ୍ୟ କରିଥିଲେ ।

Leave a Reply

Your email address will not be published. Required fields are marked *