ଅଟୋ ଏକ୍ସପୋ ୨୦୧୮ ରେ ୨୦ ରୁ ଉର୍ଧ କାର ଏବଂ ବାଇକ ପ୍ରଦର୍ଶନ 

ଆଜି ଠାରୁ ନୋଏଡା ଠାରେ ଅଟୋ ଏକ୍ସପୋ ୨୦୧୮ ଆରମ୍ଭ ହୋଇ ଯାଇଛି .

ପ୍ରଥମ ଦିନରେ ଅନେକ କମ୍ପାନୀ ତରଫ ରୁ ନୂଆ ନୂଆ ମଡେଲ ର ଗାଡି ପଦର୍ଶନ କରାଯାଉଛି .

ପ୍ରଥମ ଦିନରେ ୨୦ ରୁ ଉର୍ଧ କାର ଏବଂ ବାଇକ ପ୍ରଦର୍ଶନ କରାଯାଇଛି . ଅନେକ ଆଧୁନିକ ଟେକ୍ନୋଲୋଜି ଦ୍ୱାରା ସଜାଇ ହୋଇଥିବା ଯାନ ବାହାନ ଦେଖିବାକୁ ମିଳିଛି ଏବଂ ବିଦୂତ ଇଂଧନ କୁ ବ୍ୟବହାର କୁ ବହୁଳ କରାଯାଇଛି .

ଆର୍ଟିଫିସିଆଲ ଇଣ୍ଟେଲଲିଜେନ୍ସ ର ପ୍ରୟୋଗ ମଧ୍ୟ ଦେଖିବାକୁ ମିଳୁଛି .Iତେବେ କେବେ ଏହି ସବୁ ଜଣ ବାସ୍ତବ ରୂପ ନେବ ତାହା ଦେଖିବାକୁ ବାକି ରହିଲା

Leave a Reply

Your email address will not be published. Required fields are marked *