ରାଜଧାନୀ ରାସ୍ତାରେ ଧସିଗଲା ବସ ! ଅଳ୍ପକେ ବର୍ତ୍ତିଲେ ୫୦ ଇଞ୍ଜିନିଅରିଂ  ଛାତ୍ରଛାତ୍ରୀ

ସ୍ମାର୍ଟ ସିଟି ରାଜଧାନୀ  ଭୁବନେଶ୍ୱର  ପାୱାର ହାଉସ୍‌ ଛକରେ  ଏକ  ଇଞ୍ଜିନିଅରିଂ ବସ ଯାଉଥିବା ବେଳେ  ରାସ୍ତା  2 ଫୁଟ୍‌  ତଳକୁ ଦବିଯାଇଥିଲା  , 


ଫଳରେ ବସ ଟି ଫସି ରହିଥିଲା ତେବେ ଭଗବାନ ଙ୍କ ଦୟାରୁ ବସ ରେ ଥିବା   ୫୦ ଇଞ୍ଜିନିଅରିଂ  ଛାତ୍ରଛାତ୍ରୀ  ସୁରକ୍ଷିତ ଅଛନ୍ତି I ସ୍ଥାନୀୟ ଲୋକମାନଙ୍କ ଅଭିଯୋଗ ଅନୁଯାଇ ନିମ୍ନମାନର ରାସ୍ତା କାମ ହେଇଥିବାରୁ ଏପରି ଦୁର୍ଘଟଣା ଘଟିଲା ।

Leave a Reply

Your email address will not be published. Required fields are marked *