ଦିଲ୍ଲୀ ରେ ମୋଦିଙ୍କ ଙ୍କୁ ଭେଟିଲେ ନବୀନ

ଏପଟେ ଚାଲିଛି ବିଜେପୁର ଉପନିର୍ବାଚନ  ବିଜେଡି-ବିଜେପି  ମଧ୍ୟରେ  ତୀବ୍ର ରାଜନୈତିକ ପ୍ରତିଦ୍ୱିନ୍ଦତା   ସେପଟେ କିନ୍ତୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନ ରେ  ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  

ପ୍ରଧାନମନ୍ତ୍ରୀଙ୍କ ବାସଭବନରୁ ବାହାରି ମୁଖ୍ୟମନ୍ତ୍ରୀ ନବୀନ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ଦେଇଛନ୍ତି ଯେ  ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା I ସୂଚନା ଥାଉ କି ଆଜିଠାରୁ  ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକ ୪ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି  I

Leave a Reply

Your email address will not be published. Required fields are marked *