ପୋଲିସର ନିଆରା ପଦକ୍ଷେପ ଭାଲେଣ୍ଟାଇନ୍ସ ଡେ’ ରେ ପ୍ରେମୀ ଯୁଗଳ ଙ୍କୁ ବିବାହ କରାଇଲା ଥାନାରେ

କୁହାଯାଏ ପ୍ରେମ ଧନ ସମ୍ପତି  ଉଞ୍ଚ ନୀଚ ଦେଖେନି ଥରେ ହୃଦୟ ସହିତ ହୃଦୟ ମିଳିଗଲେ ପ୍ରେମ ହେଇଯାଏ , ଠିକ ସେମିତି ଘଟିଥିଲା ରୋଲି ସିଂ   ଏବଂ ଅନୁରାଗ ସିଂ( 20)  ଙ୍କ କ୍ଷେତ୍ର ରେ I ଘଟଣା ଟି ହେଉଛି ଉତ୍ତର ପ୍ରଦେଶ  ସୀତାପୁୂର ଜିଲା ପିଶାୱା ଅଞ୍ଚଳର I  ଅନୁରାଗ ଡ୍ରାଇଭର ଭାବରେ ରୋଲି ର ବାପାଙ୍କ ପାଖରେ କାମ କରୁଥିଲା ,ତା ଭିତରେ ଦୁହିଁଙ୍କ ଭିତରେ ପ୍ରେମ ଗଢିଉଠିଲା ଯାହାକୁ  ପରିବାର ଲୋକ ମାନେ   ଦୃଢ଼ ବିରୋଧ କରିଥିଲେ ଏବଂ ଅନୁରାଗ କୁ ରୋଲି ଜୀବନରୁ ଦୂରେଇଦେବାକୁ  ଚାକିରୀ ରୁ କାଢ଼ିଦେଇଥିଲେ ଅନୁରାଗ କୁ  ଏବଂ ଦୁହିଁକୁ ଅଲଗା କରିଦିଆଯାଇଥିଲା I କିନ୍ତୁ ଦୁଇ ପ୍ରେମୀ ଯୁଗଳ ନିଜର ପ୍ରେମ ପାଇଁ ପୋଲିସ ର ଦ୍ୱାରସ୍ଥ ହେଇଥିଲେ ,ପରିବାର ଲୋକଙ୍କ ଦୃଢ଼ ବିରୋଧର ସତ୍ୱେ ଦୁଇ ପ୍ରେମୀଙ୍କୁ ଏକାଠି କରାଇ ଥାନାରେ ପ୍ରେମୀଯୁଗଳଙ୍କ ବିବାହ   କରାଇଛି  ଉତ୍ତର ପ୍ରଦେଶ ପୁଲିସ।

Leave a Reply

Your email address will not be published. Required fields are marked *