ଆମ୍ବ ଗଛ ରେ ଗୋଲାପୀ ଫୁଲ

ବେଳେବେଳେ ପ୍ରକୃତି ରେ ଏପରି କିଛି ବିସ୍ମୟ ଘଟେ ଯାହାକୁ କୁ ଆମେ ଆଖି ଆଗରେ ଦେଖି ମଧ୍ୟ ବିଶ୍ୱାସ କରିପାରୁ ନା I ଠିକ ସେମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା କାକଟପୁର ରସୁଲପୁର ମଝି ମହଲା ଗାଁରେ ଦେଖିବାକୁ ମିଳିଛି I ଗାଁର ଶେଖ୍‌ ଖାଲିକ୍‌ଙ୍କ   ବାଡ଼ି ରେ  ଆମ୍ବ ଗଛ ଡାଳରେ  ବଉଳ ସହିତ ଏକ  ଗୋଲାପୀ ରଙ୍ଗର ଫୁଲ ଫୁଟିଛି । ଫୁଲଟିକୁ ଦେଖିବାକୁ ସ୍ଥାନୀୟ ଅଂଚଳ ରେ ପ୍ରବଳ ଭିଡ ଜମୁଛି I ତେବେ କେହି କେହି ଏହାକୁ ପ୍ରକୃତି ର ବିସ୍ମୟ ତା ଆଉ କେହି  ଭଗବାନଙ୍କ  ଚମତ୍କାରିତା ବୋଲି  କହୁଛନ୍ତି ।

Leave a Reply

Your email address will not be published. Required fields are marked *