କଂଗ୍ରେସ ର ହାତ ଛାଡି ବିଜେପି ର ଫୁଲ ଧରିଲେ ଟିକି ଅପା

କିଛିଦିନ ତଳେ କଂଗ୍ରେସ  ର ପ୍ରାଥମିକ ପଦରୁ ଇସ୍ତଫା ଦେଇଥିବା ଅଭିନେତ୍ରୀ ଅପରାଜିତା ମହାନ୍ତି  ଆଜି  ବିଜେପି କାର୍ଯ୍ୟାଳୟରେ  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଦଳରେ  ସାମିଲ  ହେଇଛନ୍ତି । କଂଗ୍ରେସ ଦଳରୁ ନିର୍ବାଚନ ଲଢ଼ିଥିଲେ ମଧ୍ୟ ରାଜନୀତି ରେ ହାରିଯାଇଥିଲେ ଅପରାଜିତା  , ଏବଂ ଦଳରେ କୌଣସି ରାଜନୈତିକ ବୈଠକ ରେ ଯୋଗଦାନ କରିନଥିଲେ  I

ପଦ୍ମ ଧରିବା ପରେ  ସିଧାସଳଖ ଟିକି ଅପା ବିଜେପୁର ପ୍ରଚାରରେ ସାମିଲ ହେଇଛନ୍ତି

Leave a Reply

Your email address will not be published. Required fields are marked *