ଦିନ ଦିପହରେ  ବ୍ରହ୍ମପୁର ରେ ଚାଲିଥିଲା ସେକ୍ସ ରାକେଟ : ଜଣେ ବେଙ୍ଗଲି ଯୁବତୀ  ଙ୍କ ସହିତ ୩ ଜଣ ଯୁବକ ଗିରଫ

ବ୍ରହ୍ମପୁର ଗୋଶାଣି ନୂଆଁ ଗାଁ ଅଞ୍ଚଳରେ   ସେକ୍ସ ରାକେଟ ଚାଲୁଥିବାର ଖବର ପୋଲିସ କୁ ମିଳିବା ପରେ   ଆଜି ସକାଳେ  ପୁଲିସ ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ଚଢଉ କରିଥିଲା।  ଚଢଉ  ସମୟରେ  ପୋଲିସ ହାତରେ ଗୋଶାଣି ନୂଆଁ ଗାଁ ରେ ଏକ ସେକ୍ସ ରାକେଟ  ଧରାପଡିଛି  । ଚଢଉ ବେଳେ ରୁଦ୍ଧ କୋଠରୀ ମଧ୍ୟରୁ  ୩ ଜଣ ଗ୍ରାହକଙ୍କ ସହ ଜଣେ ବେଙ୍ଗଲି ଯୁବତୀ ଅସଂଯତ ଅବସ୍ଥାରେ   ପୁଲିସ ହାତରେ ଧରାପଡ଼ିଛନ୍ତି I ଘଟଣା ସ୍ଥଳରୁ ପୋଲିସ 4 ଜଣଙ୍କୁ  ଗିରଫ କରିବା ସହିତ ନଗଦ ୧୧ ହଜାର ଟଙ୍କା ,୫ଟି ମୋବାଇଲ ଫୋନ  ଏବଂ   ୩ଟି  ବାଇକ୍  ଜବତ କରିଛି ।

Leave a Reply

Your email address will not be published. Required fields are marked *