ଖୁବ ଶୀଘ୍ର ଆସୁଅଛି ୫ଜି ସେବା

 

୪ ଜି ର ସଫଳତା ଏବଂ ଉନତ ମାନ ର ସେବା ପରେ ଏବେ ବଜାର କୁ ଖୁବ ଶୀଘ୍ର ଆସୁଅଛି ୫ ଜି ସେବା
ତେବେ ଐରଟେଲ ଏବଂ ହୁଵାଈ ଙ୍କ ମିଳିତ ଉଦ୍ୟମ ରେ ଏହାର ପ୍ରଥମ ପରୀକ୍ଷା ମଧ୍ୟ ସଫଳ ହୋଇ ସାରିଛି
ଏବେ ଐରଟେଲ ଏହା ନେଇ ପରୀକ୍ଷା କରୁଛି ଏବଂ ଖୁବ ଶୀଘ୍ର ଏହି ସେବା ମଧ୍ୟ ଉପଲବ୍ଧ ହେବ ବୋଲି ଆଶା.
ତେବେ ଆପଣ ୪ ଜି ର ସେବା ଏବଂ ସ୍ପୀଡ଼ ରେ ସନ୍ତୁଷ୍ଟ ଅଛନ୍ତି କି ନାଇଁ କମେନ୍ଟ କରି ଜଣାନ୍ତୁ

Leave a Reply

Your email address will not be published. Required fields are marked *