ବିଶ୍ୱାସ ନହେଲେ ବି ସତ : ୧୪ ବର୍ଷୀୟ  ବାଳକ 20 ଟି ଅଣ୍ଡା ଦେଲେ

କଣ  ଆଜ୍ଞା  କଥା ଶୁଣିଲା ପରେ ଆପଣଙ୍କର ବିଶ୍ୱାସ ହେଉନି ଟି ? କଥାଟି କିନ୍ତୁ ସମ୍ପୁର୍ଣ୍ଣ ସତ ଇଣ୍ଡୋନେସିଆର ଜଣେ ୧୪ ବର୍ଷୀୟ  ବାଳକ  ଦୁଇ ବର୍ଷରେ ୨୦ଟି ଅଣ୍ଡା  ଦେଇଛନ୍ତି । ବାଳକ ର ନାମ ଅକମାଲ ସେ ଇଣ୍ଡୋନେସିଆର  ଗୋୱାର ବାସିନ୍ଦା । ଏଭଳି  ଅଣ୍ଡା ଦେବା  ଘଟଣା କୁ ଡାକ୍ତର ମାନଙ୍କ ସହିତ ସମସ୍ତେ ଅବିଶ୍ୱାସ କରିଥିଲେ କିନ୍ତୁ ସମସ୍ତଙ୍କୁ ଚମକାଇ ଦେଇ  ଅକମାଲ  ସୈଚ ୟୁସୁଫ୍ ହସ୍ପିଟାଲରେ  ଡାକ୍ତରଙ୍କ ଉପସ୍ଥିତିରେ ଦୁଇଟି ଅଣ୍ଡା ଦେଇଥିଲେ । ଯାହାକୁ ଦେଖି ଡାକ୍ତର ମାନେ ଚକିତ ହେଇଯାଇଛନ୍ତି ଘଟଣା ଟି ସମ୍ପୂର୍ଣ ଇଣ୍ଟରନେଟ ଦୁନିଆରେ ଭାଇରଲ ହେବାକୁ ଲାଗିଛି  । ଏନେଇ ବିଶେଷଜ୍ଞ  କହିଛନ୍ତି ଏହା ଏକ ବିରଳ ଘଟଣା  ଏବଂ ଏହାର ବିସ୍ଲେସଣ ଜାରି ରହିଛି  ।

Leave a Reply

Your email address will not be published. Required fields are marked *